କାମ୍ବୋଡିଆର ଏକ ହୋଟେଲରେ ଅଗ୍ନିକାଣ୍ଡ: ୧୦ ମୃତ, ୩୦ ଆହତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କାମ୍ବୋଡିଆର ଏକ ହୋଟେଲ କାଜିନୋରେ ଅଗ୍ନିକାଣ୍ଡରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏଫପି କାମ୍ବୋଡିଆ ପୋଲିସର ଉଦ୍ଧେଶ୍ୟରେ କହିଛି ଯେ ଥାଇଲ୍ୟାଣ୍ଡ ସୀମାରେ ଥିବା କାମ୍ବୋଡିଆ ହୋଟେଲ-କାଜିନୋରେ ଏହି ଦୁଖଦ ଘଟଣା ଘଟିଛି।

ଖବର ଅନୁଯାୟୀ ବୁଧବାର ରାତିରେ ପୋଇପେଟର ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ଯେଉଁଥିରେ ଲୋକମାନେ ହୋଟେଲ ବିଲଡିଂରୁ ଡେଇଁପଡିଥିବାର ନଜର ଆସିଛନ୍ତି।

Leave A Reply

Your email address will not be published.