ବିଜେପିରେ ମିଶିବେ କି ଅଶୋକ ଚୌହାନ?

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ମହାରାଷ୍ଟ୍ରର ବରିଷ୍ଠ ନେତା ଅଶୋକ ଚୌହାନ ରାଜ୍ୟରେ ବିଜେପିକୁ ସମର୍ଥନ କରିବାର କଳ୍ପନା ଜଳ୍ପନାର ଖବର ଦେଇ କହିଛନ୍ତି ଯେ ମୁଁ ଆଜି କଂଗ୍ରେସ କୋର କମିଟି  ବୈଠକରେ ଥିଲି ଏବଂ ମୋ ବିଷୟରେ କିଏ ଗୁଜବ ପ୍ରଚାର କରୁଛି ତାହା ମୁଁ ଜାଣେ ନାହିଁ।

ମୋର କିଛି ପୂର୍ବ ନିର୍ଦ୍ଧାରିତ ସଭା ଥିଲା ତେଣୁ ମୁଁ ସେହି ସଭାଗୁଡ଼ିକ ପାଇଁ ଚାଲିଗଲି।

Leave A Reply

Your email address will not be published.