ଓଡ଼ିଶା ନ୍ୟୁଜ (ବ୍ୟୁରୋ ): ପଶ୍ଚିମବଙ୍ଗରେ ପଞ୍ଚାୟତ ଭୋଟ୍ ସମୟରେ ହୋଇଥିବା ହିଂସା ଘଟଣାରେ ଆଉ ଏକ ମୃତ୍ୟୁ ଖବର ସାମ୍ନାକୁ ଆସିଛି।
ଉତ୍ତର ଦିନାଜପୁରର ଚାକୁଲିଆରେ ଟିଏମସି କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଗତ ରାତିରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 13 ଜଣ ରାଜନୈତିକ କର୍ମୀଙ୍କ ମୃତ୍ୟୁ ଘଟିଛି।