ହିମାଚଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ୫ଜଣଙ୍କ ମୃତ୍ୟୁ

0

ହିମାଚଳରେ ପ୍ରବଳ ବର୍ଷା ସହ ଜାରି ରହିଛି ଭୂସ୍ଖଳନ। ଫଳରେ ୫ଜଣଙ୍କ ଜୀବନ ଯାଇଛି। କିଛିଦିନ ତଳେ ଭୟଙ୍କର ଭୂସ୍ଖଳନ ଓ ପ୍ରବଳ ବର୍ଷା କାରଣରୁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି କିଛି ଲୋକ ନିଖୋଜ ରହିଛନ୍ତି । ଏହି କ୍ରମରେ ଆଜି ପୁଣି ପ୍ରବଳ ବର୍ଷା ସହିତ ସିମଲା ମଣ୍ଡି ଠାରେ ଭୂସ୍ଖଳନ ହେବା କାରଣରୁ ୫ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ସିମଲାର ଶୋଲ ଗାଁ ନିକଟରେ ଭୂସ୍ଖଳନ ହେବା କାରଣରୁ ମାଟିତଳେ ଚାପି ହୋଇ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଦମ୍ପତ୍ତି ଏକ ନିର୍ମାଣ କାମରେ ଶ୍ରମିକ ଭାବେ କାର୍ଯ୍ୟ ଝାଡଖଣ୍ଡର ବାସିନ୍ଦା ।

Leave A Reply

Your email address will not be published.