ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ପାକିସ୍ଥାନର କଟା ଘାରେ ଚୂନ ଦେଲା ଦ କ୍ଷିଣ ଆଫ୍ରିକା । ଚଳିତ କ୍ରିକେଟ ବିଶ୍ୱକପରେ ଲଗାତାର ତିନି ଥର ହାରିଥିବା ପାକିସ୍ଥାନକୁ ପୁଣି ମାତ୍ ଦେଇଛି ଦକ୍ଷିଣ ଆପ୍ରିକା । ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ପାକିସ୍ଥାନକୁ ପ୍୍ରତମେ ହରାଇଲା ଭାରତ । ଏହା ପରେ ପାକର ପରାଜୟ ଧାରା ବଜାୟୀ ରହିଛି । ଫଳରେ ୬ଟି ମ୍ୟାଚରୁ ୪ଟିରେ ହାରି ପାକିସ୍ଥାନ ପଏଟଂ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଅନ୍ୟପଟେ ଦ କ୍ଷିଣ ଆଫ୍ରିକା ୬ଟି ମ୍ୟାଚରୁ ୫ଟି ବିଜୟ ସହ ପଏଟଂ ତାଲିକାର ଶୀର୍ଷରେ ପହଚିଂଯାଇଛି । ଭାରତ ଏବେ ଦ୍ୱିତୀୟ ସ୍ଥାନରେ । ଚଳିତ ବିସ୍ୱକପ୍ର ୨୬ତମ ମ୍ୟାଚରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପାକିସ୍ତାନକୁ ୧ ଓିକେଟରେ ହରାଇଛି ଦ କ୍ଷିଣ ଆଫ୍ରିକା । କହିବାକୁ ଗଲେ ହାରୁ ହାରୁ ଜିତି ଯାଇଛି ଦ କ୍ଷିଣ ଆଫ୍ରିକା । ବିଶ୍ୱକପରେ ୨୪ ବର୍ଷର ବ୍ୟବଧାନ ପରେ ପାକ୍ କୁ ହରାଇଛି ପ୍ରୋଟିଜ୍ ।
ଶୁକ୍ରବାର ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦ କ୍ଷିଣ ଆଫ୍ରିକାକୁ ୨୭୧ ରନର ଟାର୍ଗେଟ ଦେଇତିଲା ପାକିସ୍ଥାନ । ଭଳ ଆରମ୍ଭ କରିଥିଲେ ବି ନିୟନିତ ଓିକେଟ ହରାଇଥିଲା ଦ କ୍ଷିଣ ଆଫ୍ରିକା । ତେବେ ପ୍ରାୟ ସବୁ ଖେଳାଳିଙ୍କ ଯୋଗଦାନ ହେତୁ ଶେଷରେ ବାଜି ମାରିଥିଲା ପ୍ରୋଟେଜ । ବିଶେଷ କରି ତେମ୍ବା କରୁମା ଓ ଭାନ ଡର ଡୁସେଁଙ୍କ ମଧ୍ୟରେ ୫୪ ରନ୍ ଭାଗିଦାରୀ ଏବଂ ଏଡନ ମାର୍କରାମ ଓ ଡେଭିତ୍ ମିଲଙ୍କ ମଧ୍ୟରେ ୭୦ ରନ ଭାଗିଦାରୀ ଦକ୍ଷିଣ ଆଫ୍ରିକା ପାଇଁ ଫଳପ୍ରଦ ହୋଇଥିଲା । ମାର୍କରାମ ୨୩ଟି ବଲରୁ ୧୧ଟି ଚୌକା ୩ଟି ଛକା ସହ ୯୧ ରନ କରିଥିଲ । ମିଲର ୨୯ ରନି, ବଭୁମା ୨୭, ଡିକକ୍ ୨୪, ଡୁସେଁ ୨୧ ଓ ଜାନସେନ୨୦ ରନ କରିଥିଲେ । ପାକିସ୍ଥାନ ପ କ୍ଷରୁ ସହୀନ ହୋଇ ଆଫ୍ରିକା ଆଫ୍ରିଦି ୩ଟି ଏବଂ ହାରିସ ରୈାଫ୍ ତାଙ୍କ ଶେଷ ଓଭରରେ ନ ଦ କ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଶମସିଙ୍କୁ ଏଲଟି ବ୍ଲୁ କରିଥିଲେ ହେଁ ଅମ୍ପାୟାର୍ସ କଲ ଯେଗୁ ବର୍ତିଯାଇତିଲେ । ୧୬ଟି ବଲ ବାକିଥିବା ବେଳେ କେଶବ ମହାରାଜ ନଓାଜଙ୍କ ବଲରେ ଚୈକା ମାରି ୨୭୧ ରନର ବିଜୟ ଲ କ୍ଷ ହାସଲ କରିଥିଲେ ।
ଟସ୍ ଜିତି ପାକିସ୍ତାନ ବ୍ୟାଟିଂ ଆରମ୍ଭ କରି ଶୀଘ୍ର ଦୁଇ ଓପନରଙ୍କୁ ହରାଇଲା । ତେବେ ବାବର ଆଜାମ ଓ ସୈାଦ ଶକୀଲଙ୍କ ଅର୍ଦ୍ଧଶତକ ଏବଂ ଶାବାକ ଖାନଙ୍କ ୪୩ ରନ୍ , ମହମ୍ମଦ ରିଜଓାନଙ୍କ ୩୧, ମହମ୍ମଦ ନିତ୍ୱାଜଙ୍କ ୨୪ ଓ ଇପଡିକାର ଅହମ୍ମଦଙ୍କ ୨୧ରନ ବଳରେ ଦଳ ୪୬ ଓଭର ଓ ୪ଟି ବଲରେ ୨୭୦ ରନ୍ କରିଥିଲା । ବାବର ୬୫ଟି ବଲରୁ ୪ଟି ଚୈାକା ଓ ଗୋଟିଏ ଛକା ସହ ୫୦ ରନ୍ କରିଥିଲେ । ସେହିପରୀ ଶକୀଲ ୫୨ଟି ବଲରୁ ୪ଟି ଚୈାକା ସହ ୫୨ ରନ୍ କରିଥିଲେ । ଦ କ୍ଷିଣ ଆଫ୍ରିକା ପ କ୍ଷରୁ ତବରେଜ ଟାମ୍ସି ୪ଟି, ମାର୍କୋ ଜାନସେନ ୩ଟି, ଗେରାଲ୍ଡ କୋଏତରୀ ୨ଟି ଓ ଲୁଙ୍ଗି ଏନ୍ପିଡି ଗୋଟିଏ ଓିକେଟ୍ ନେଇଥିଲେ । ଟାମସି ପ୍ଲେୟର ଅଫ ଦ ମ୍ୟାଚ ହୋଇଥିଲେ । ଲଗାତର ୪ଟି ମ୍ୟାଚ୍ ହାରିଥିବାରୁ ପାକିସ୍ଥାନର ସେମିଫାଇନାଲରେ ପ୍ରବେଶ ଆଶା କ୍ଷୀଣ ହେବାରେ ଲାଗିଛି ।