ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆରମ୍ଭ ହୋଇଗଲାଣି ଶୀତଋତୁ। ଏହି ଋତୁରେ ଥଣ୍ଡା ପବନ ବହିବା ଦ୍ୱାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ଏବଂ ଧିରେ ଧିରେ ଫାଟିବାକୁ ଲାଗେ । ଏହା ସହିତ, ତାପମାତ୍ରା ହ୍ରାସ ହେବା ସହିତ ଅନେକ ଶୀତକାଳୀନ ଚର୍ମ ସମସ୍ୟା ଦେଖାଯାଏ । ତେବେ ଏହାର ଉପରଚାର ପାଇଁ ବହୁ ମଶ୍ଚରଆୟ ବ୍ୟବହାର କରନ୍ତି।
କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାର ଉପଯୋଗରେ ଶୀତଦିନରେ ଆପଣ ତ୍ୱଚାର ଚମକ୍ ଆଣିପାରିବେ। ଆପଣଙ୍କ ତ୍ଵଚାକୁ ସୁଷ୍ମ ଓ ନରମ ରଖିବା ପାଇଁ ନିୟମିତ ଭାବେ ଏକ ଭଲ ମଶ୍ଚରାଇଜର ବ୍ୟବହାର କରନ୍ତୁ । ଏହା ଆପଣଙ୍କ ତ୍ୱଚାକୁ କୋମଳ ଏବଂ ନରମ ରଖିଥାଏ । ଘୋରୋଇ ଉପଚାର ମଧ୍ୟରେ ଆପଣ ଚାହିଁଲେ ଆଲୋଭେରା ବ୍ୟବହାର କରିବା ଦରକାର ।
କାରଣ ଆଲୋଭେରାରେ ଆଣ୍ଟଅକ୍ସିଡ୍ ରହିଥାଏ । ଭିଟାମିନ ଡି ଆପଣଙ୍କ ତ୍ବଚାକୁ ସୁରକ୍ଷା ଦେବା ସହ ଭିଟାମିନ ଡି ଦେଇଥାଏ । ଭିଟାମିନ ଡି ରେ ପ୍ରୋଟିନ ରହିଥାଏ ।