ସବୁଠି ବିଜୟ ବିଜେଡି ; ଜାଣନ୍ତୁ କେତେ ଭୋଟରେ ଆଗୁଆ ବିଜେଡି

0

ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ୨ ପର୍ଯ୍ୟାୟ। ୨ ପର୍ଯ୍ୟାୟରେ ଗଣତିରେ ବାଜିମାତ କରିଛି ବିଜେଡି। ସମସ୍ତଙ୍କୁ ପଛରେ ପକାଇ ଆଗରେ ବିଜେଡି। ଜାଣନ୍ତୁ ମୟୂରଭଞ୍ଜ ଓ ଝାରସୁଗୁଡ଼ା କେତେ ଆସନରେ ବିଜୟୀ ହୋଇଛି ବିଜେଡି

ମୟୂରଭଞ୍ଜ ଜିଲ୍ଲାର ୨୬ ଜିଲ୍ଲା ପରିଷଦ ଆସନରୁ ୨୫ଟିରେ ବିଜେଡି ବିଜୟ ଲାଭ କରିଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଗୋଟିଏ ଆସନରେ ବିଜୟୀ ହୋଇଛି। 

ଉଦଳା-୧ (ବିଜେଡି) ଇଂ ସୁଶାନ୍ତି ସିଂ,  କପ୍ତିପଦା- ୩ (ବିଜେଡି) ସୀରୁ ସୋରେନ,  କରଞ୍ଜିଆ-୬ (ବିଜେଡି) ବୀଣାପାଣି ନାଏକ, କୁଳିଅଣା- ୮ (ବିଜେଡି) ଦୂର୍ଗା ମାର୍ଣ୍ଡି ।କୁସୁମୀ- ୧୦ (ବିଜେଡି) ପୁତୁଲ ହାଇବୁରୁ, ଖୁଣ୍ଟା – ୧୨ (ବିଜେଡି) ହୃଦାନନ୍ଦ ମୁର୍ମୁ,  ଗୋପବନ୍ଧୁନଗର – ୧୪ (ବିଜେଡି) ଉର୍ମିଳା ଲେଙ୍କା,  ଜାମଦା- ୧୬ (ବିଜେଡି) ବାବୁଲୁ ଟୁଡୁ,  ଠାକୁରମୁଣ୍ଡା- ୧୮ (ବିଜେଡି) ପୂର୍ଣ୍ଣିମା ବାଗସିଂ,  ତିରିଂ- ୨୦ (ବିଜେଡି) ପ୍ରକାଶ ଚନ୍ଦ୍ର ମୁଣ୍ଡା, ବଡସାହି- ୨୨ (ବିଜେଡି) ଦଶରଥ ସିଂ,  ବହଳଦା- ୨୫ (ବିଜେଡି) ଭଗବତୀ ମିଶ୍ର,  ବାଙ୍ଗିରିପୋଷି-୨୭ (ବିଜେଡି) ପାର୍ବତୀ ସିଂ,  ବାରିପଦା- ୨୯ (ବିଜେଡି) ସତ୍ୟଭାମା ମହାନ୍ତ,  ବିଜାତଳା୦- ୩୧ (ବିଜେଡି) ପାର୍ବତୀ ଟୁଡୁ, ବିଶୋଇ-୩୩ (ଜେଏମ୍ଏମ୍) ଶୀତଲ କିସ୍କୁ ,  ବେତନଟୀ-୩୫ (ବିଜେଡି) ବିଶ୍ବନାଥ ହେମ୍ବ୍ରମ , ମୋରଡା :- ୩୮ (ବିଜେଡି) ଅଭିରାମ ଭୋଇ, ଯଶିପୁର-୪୧(ବିଜେଡି) ମିନତି ନାଏକ, ରରୁଆଁ- ୪୩ (ବିଜେଡି) ବଦନୀ ମୁଦି, ରାଇରଙ୍ଗପୁର- ୪୫ (ବିଜେଡି) ଶଚିଦାନନ୍ଦ ମହାନ୍ତ, ରାସଗୋବିନ୍ଦପୁର-୪୭ (ବିଜେଡି) ଦଶରଥ ରାମ,  ଶ୍ୟାମାଖୁଣ୍ଟା- ୪୯ (ବିଜେଡି) ମଧୁସୂଦନ ସିଂ, ଶୁକ୍ରୁଳି- ୫୧ (ବିଜେଡି) ପରମେଶ୍ବର ନାଏକ ,  ଶୁଳିଆପଦା-୫୩ (ବିଜେଡି) ମୀରାଲତା ସିଂ ,ସାରସକଣା- ୫୫ (ବିଜେଡି) ମାନୀ ମାହାଲି ।

ଝାରସୁଗୁଡା ଜିଲ୍ଲାର ୫ଟି ବ୍ଳକର ୫ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଝାରସୁଗୁଡ଼ା ଜୋନ୧:-ବିଜେଡି ପ୍ରାର୍ଥୀ ୧୧୪୯୬ ଭୋଟ ରେ ବିଜୟୀ।

ଲଇକେରା ଜୋନ ୧:-ବିଜେଡି ପ୍ରାର୍ଥୀ ୪୩୧୯ ଭୋଟ ରେ ବିଜୟୀ।

କୋଲାବିରା ଜିଲ୍ଲା ପରିଷଦ:-ବିଜେଡି ପ୍ରାର୍ଥୀ ୬୭୨୩ ଭୋଟରେ ବିଜୟୀ।

ଲଖନପୁର ଜୋନ ୧:-ବିଜେଡ଼ି ପ୍ରାର୍ଥୀ ୧୩୪୪୫ ଭୋଟ ରେ ବିଜୟୀ।

କିରମୀରା ଜିଲ୍ଲା ପରିଷଦ:-ବିଜେଡି ପ୍ରାର୍ଥୀ ୭୧୨୫ ଭୋଟ ରେ ବିଜୟୀ।

 

Leave A Reply

Your email address will not be published.