ବଲିଉଡର କିଙ୍ଗ ଖାନ୍ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପଠାନ୍ ରିଲିଜ ତାରିଖ ଘୋଷଣା କରିଛନ୍ତି। ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ‘ପଠାନ୍’ ଆସନ୍ତା ବର୍ଷ ଜାନୁୟାରୀ ୨୫ ରେ ପ୍ରେକ୍ଷାଳୟକୁ ଆସିବ ।ଶାରୁଖାନଙ୍କର ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ବଲିଉଡର କିଙ୍ଗ ଖାନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍’ ଚଳଚ୍ଚିତ୍ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ‘ପଠାନ’ ଆସନ୍ତା ବର୍ଷ ଜାନୁୟାରୀ ୨୫ ରେ ପ୍ରେକ୍ଷାଳୟକୁ ଆସିବ। ଶାରୁଖାନ୍ ନିଜର ସୋସିଆଲ ମିଡିଆରେ ‘ପଠାନ୍’ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କରି ଫ୍ୟାନ୍ସମାନଙ୍କୁ ବଡ ଖୁସିଖବର ଦେଇଛନ୍ତି । ଶାହାରୁଖ ଲେଖିଛନ୍ତି – ମୁଁ ଜାଣେ ବିଳମ୍ବ ହୋଇଛି । କିନ୍ତୁ ତାରିଖ ମନେରଖ । ‘ପଠାନ’ ଫିଲ୍ମର ସମୟ ଆରମ୍ଭ ହେଉଛି । ୨୫ ଜାନୁଆରୀ ୨୦୨୩ ରେ ଆପଣ ସିନେମାଟିକୁ ପ୍ରେକ୍ଷାଳୟରେ ଦେଖିପାରିବେ । ବଲିଉଡର କିଙ୍ଗ ଖାନ୍ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍’ ରିଲିଜ ତାରିଖ ଘୋଷଣା କରିଛନ୍ତି। ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ‘ପଠାନ୍’ ଆସନ୍ତା ବର୍ଷ ଜାନୁୟାରୀ ୨୫ ରେ ପ୍ରେକ୍ଷାଳୟକୁ ଆସିବ ।ଶାରୁଖାନଙ୍କର ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ବଲିଉଡର କିଙ୍ଗ ଖାନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍’ ଚଳଚ୍ଚିତ୍ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ‘ପଠାନ’ ଆସନ୍ତା ବର୍ଷ ଜାନୁୟାରୀ ୨୫ ରେ ପ୍ରେକ୍ଷାଳୟକୁ ଆସିବ। ଶାରୁଖାନ୍ ନିଜର ସୋସିଆଲ ମିଡିଆରେ ‘ପଠାନ୍’ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କରି ଫ୍ୟାନ୍ସମାନଙ୍କୁ ବଡ ଖୁସିଖବର ଦେଇଛନ୍ତି । ଶାହାରୁଖ ଲେଖିଛନ୍ତି – ମୁଁ ଜାଣେ ବିଳମ୍ବ ହୋଇଛି । କିନ୍ତୁ ତାରିଖ ମନେରଖ । ‘ପଠାନ’ ଫିଲ୍ମର ସମୟ ଆରମ୍ଭ ହେଉଛି । ୨୫ ଜାନୁଆରୀ ୨୦୨୩ ରେ ଆପଣ ସିନେମାଟିକୁ ପ୍ରେକ୍ଷାଳୟରେ ଦେଖିପାରିବେ ।
ଶାହାରୁଖ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ତାଙ୍କ ଚଳଚ୍ଚିତ୍ର ‘ପଠାନ୍’ ହିନ୍ଦୀ ସହିତ ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଏହା ପ୍ରଶଂସକଙ୍କ ପାଇଁ ବର୍ତ୍ତମାନ ଏକ ଭଲ ଖବର । ୫ବର୍ଷ ପରେ ଶାହରୁଖ ବଡ ପରଦାରେ ଏକ ଧମାକାଦାର ଚରିତ୍ରରେ ଫେରିବେ । ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିବା ସହିତ ଶାହାରୁଖ ଖାନ୍ ମଧ୍ୟ ପ୍ରଶଂସକଙ୍କ ସହ ଫିଲ୍ମର କିଛି ଝଲକ ସେୟାର କରିଛନ୍ତି । ଦୀର୍ଘ ୫ ବର୍ଷ ପରେ ପ୍ରଶଂସକଙ୍କ ଯାନ ଶାହରୁଖ ଖାନଙ୍କ ଫିଲ୍ମ ପ୍ରେକ୍ଷାଳୟକୁ ଆସୁଛି ।
‘ପଠାନ୍’ ଚଳଚ୍ଚିତ୍ରରେ ଶାହାରୁଖ୍ ଖାନ୍ ନିଜ ଚରିତ୍ରରେ କେତେ ଧମାକାଦାର ଅଭିନୟ କରିଛନ୍ତି, ଆପଣ ତାଙ୍କ ବିଶେଷ ଲୁକରୁ ଅନୁମାନ କରିପାରିବେ । ଲମ୍ବା କେଶ, ଫିଟ୍ ଶରୀର ଏବଂ ଦାଢି ଲୁକ୍ ରେ ଶାହାରୁଖ ବାସ୍ତବରେ ଆକର୍ଷଣୀୟ ଦେଖାଯାଉଛନ୍ତି । ଯଦିଓ ଶାହାରୁଖଙ୍କ ଲୁକ୍ ବହୁତ ସ୍ପଷ୍ଟ ଭାବରେ ଦେଖାଯାଇ ନଥିଲା, କିନ୍ତୁ ଝଲକରେ ମଧ୍ୟ ଶାହାରୁଖଙ୍କ ଚମକ ଏବଂ ତାଙ୍କ ଲୁକ୍ ପ୍ରଶଂସକଙ୍କୁ ପାଗଳ କରିବା ପାଇଁ ଯଥେଷ୍ଟ ।