୧୭ ମାଉଜର ସହ ୬୬ଟି ଅଫୁଟା ଗୁଳି ଜବତ

0

ଓଡ଼ିଆ ନ୍ୟୁଜ୍: ସ୍ପେଶାଲ ଡ୍ରାଇଭ୍‌ ମାଧ୍ୟମରେ ଗଞ୍ଜାମ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ପୋଲିସ ଟିମ୍‌ ଜିଲାର ଆସିକା, ଶେରଗଡ଼, ଭଞ୍ଜନଗର, ପୋଲସରା ଥାନା ଅଞ୍ଚଳରେ ଚଢାଉ କରି ୧୮ଜଣ ଅପରାଧୀଙ୍କୁ ଗିରଫ କରିଛି।

ପୋଲିସ ତାଙ୍କ ନିକଟରୁ ୧୭ଟି ମାଉଜର ସହ ୬୬ଟି ଅଫୁଟା ଗୁଳି ଜବତ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୧୬ଟି ମୋବାଇଲ ଫୋନ ସହ ୪ଟି ଖୋକା ଜବତ କରିଛି।

Leave A Reply

Your email address will not be published.