ଓଡ଼ିଆ ନ୍ୟୁଜ୍: ଅଭ୍ୟାସ ପୂର୍ବରୁ ଅଧିନାୟକ ସୂର୍ଯ୍ୟକୁମାରଙ୍କ ପ୍ରେସ୍କୁ ସୂଚନା।T-20 ଫର୍ମାଟ୍ରେ ଆସନ୍ତା ବିଶ୍ବକପ୍ ପ୍ରସ୍ତୁତିକୁ ନେଇ ରଖିଲେ ପ୍ରତିକ୍ରିୟା।ପରୀକ୍ଷା ଆରମ୍ଭର ଶେଷ ୪ ଦିନ ପୂର୍ବରୁ ସବୁ ପାଠ ପଢ଼ାଯାଏ ନାହିଁ। ତେଣୁ ଆମେ ୨୦୨୪ T-20 ବିଶ୍ବକପ୍ ପରଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛୁ।ଟିମ୍ କମ୍ବିନେସନରେ ବେଶୀ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ’।ଗତ ୫/୬ଟି ସିରିଜ୍ରେ କରିନୁ, ଆଗକୁ ବି ବେଶୀ ଅଦଳବଦଳ କରିବୁନି।
ଗିଲ୍ ଫିଟ୍ ହୋଇ ଫେରିଛନ୍ତି, ତେଣୁ ସେ ତାଙ୍କ ସ୍ଥାନରେ ଖେଳିବେ। ସଞ୍ଜୁ ସାମସନ୍ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି। ପାଣ୍ଡ୍ୟା, ଦୁବେ ଅଲରାଉଣ୍ଡର, କାହାକୁ କାହା ସହ ତୁଳନା ଠିକ୍ ନୁହେଁ। ବାରବାଟୀରେ ବହୁ ପୂର୍ବରୁ ଘରୋଇ ମ୍ୟାଚ୍ ଖେଳିବାର ଅନୁଭୂତି ରହିଛି।କୁହୁଡ଼ି ଉପରେ କାହାରି ନିୟନ୍ତ୍ରଣ ନାହିଁ, ତାହା ପାଇଁ ନିଜର ପ୍ରସ୍ତୁତି ଗୁରୁତ୍ବପୂର୍ଣ୍ଣ।