ଜିରୋ ନାଇଟ୍‌ରେ ମଦ ପିଇ ଗାଡ଼ି ଡ୍ରାଇଭ୍‌ ମନା

0

ଓଡ଼ିଆ ନ୍ୟୁଜ୍: ଜିରୋ ନାଇଟ୍‌ରେ ମଦ ପିଇ ଗାଡ଼ି ଡ୍ରାଇଭ କଲେ କାର୍ଯ୍ୟାନୁଷ୍ଠାନ।ଯଦି କେହି ଅମାନିଆ ହୁଅନ୍ତି ଗାଡ଼ି ସିଜ୍‌ ସହ କୋର୍ଟ ଚାଲାଣ।ଏପରି ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର।୧୮ଟି ସ୍ଥାନରେ ଲାଗିବ ନାକା, ୨୯ଟି ସ୍ଥାନ ଉପରେ ରହିବ ନଜର। ୧୮ଟି ସ୍ଥାନରେ ଲାଗିବ ନାକା, ୨୯ଟି ସ୍ଥାନ ଉପରେ ରହିବ ନଜର।୫ଟି QRT ଟିମ୍‌ ମଧ୍ୟ ସଜାଗ ରହିବ: ଏସ୍‌ ଦେବଦତ୍ତ ସିଂ।୧୮ ପ୍ଲାଟୁନ ଫୋର୍ସ ସୁରକ୍ଷା ଦୟିତ୍ବରେ ରହିବେ।ଜିରୋ ନାଇଟ୍‌ରେ ରାତି ୧୨ଟା ପରେ ମ୍ୟୁଜିକ୍‌ ମନା।

ଡ୍ରଙ୍କନ ଡ୍ରାଇଭ ଧରା ହେଲେ କୋର୍ଟ କୁ ପଠାଇବା ଗାଡି । ସାଧାରଣ ଲୋକ , ହୋଟେଲିୟର ଓ ପାର୍ଟି ଇଭେଣ୍ଟଙ୍କ ପାଇଁ ଗାଇଡଲାଇନ ଜାରି କରିଛି ପୋଲିସ । ରାତି ୧୨ଟା ୩୦ ଯାଏ ଜିରୋ ନାଇଟ୍ ସେଲିବ୍ରେସନ । ସୁରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୧୮ ପ୍ଲାଟୁନ ଫୋର୍ସ । ଭୁବନେଶ୍ବରର ୧୮ଟି ସ୍ଥାନରେ ବ୍ଲକିଂ, ଚେକିଂ ହେବ। ସୁରକ୍ଷା ତଦାରଖ କରିବେ ୨୯ଟି ୱାଚ ପାଟ୍ରୋଲିଂ ଟିମ୍ । ୪ଟି କ୍ୟୁଆରଟି ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରିବେ । ଏହାସହ ୫ଟି ଟୁରିଷ୍ଟ ଲୋକେସନରେ ପୋଲିସ ପ୍ରହରା ଦେବ । ମଦ ପିଇ ହଙ୍ଗାମା କଲେ ପୋଲିସ ସାବାଡ କରିବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ ।

Leave A Reply

Your email address will not be published.