ଆମ ବସ୍‌ ଦୁର୍ଘଟଣା; ଅଟୋ ସଂଘର ବିକ୍ଷୋଭ

0

ଓଡ଼ିଆ ନ୍ୟୁଜ୍: ରୁପାଲି ଛକରେ ‘ଆମ ବସ୍‌’ ଦୁର୍ଘଟଣାର ପ୍ରତିବାଦ। କ୍ରୁଟ୍‌ର ଗାଡ଼କଣ ବସ୍ ଡିପୋ ଆଗରେ ବିକ୍ଷୋଭ। ଅନ୍‌ଲାଇନ ସ୍ମାର୍ଟ ସିଟି ଅଟୋ ମହାସଂଘର ବିକ୍ଷୋଭ।ଗତକାଲି ଅଟୋକୁ ଧକ୍କା ଦେଇଥିଲା ରୁଟ୍‌ ନଂ ୩୨ର ‘ଆମ ବସ୍‌’।ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ।

ଶନିବାର ମୋ ବସ୍‌ ସମାନ ଜାଗା ରୁପାଲି ଛକରେ ଦୁଇଥର ଦୁର୍ଘଟଣା କରିଥିଲା। ପ୍ରଥମେ ଅଟୋକୁ ଧକ୍କା ଦେଇଥିଲା। ସେଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ଜଣେ ଗୁରୁତର ହୋଇଥିଲେ। ପରେ ଏକ ସ୍କୁଟିକୁ ମଧ୍ୟ ଧକ୍କା ଦେଇଥିଲା।

Leave A Reply

Your email address will not be published.