SCBରେ ସିଲିଂ ଖସି ରୋଗୀ ଆହତ

0

ଓଡ଼ିଆ ନ୍ୟୁଜ୍: କଟକ SCB ଛାତରୁ ସିଲିଂ ଖସି ରୋଗୀ ଆହତ।ପୁରୁଣା ମେଡିସିନ୍ ବିଭାଗ ୱାର୍ଡରେ ଅଘଟଣ।ରୋଗୀ ବେଡ୍‌ରେ ଥିବାବେଳେ ମୁଣ୍ଡରେ ପଡ଼ିଲା ସିଲିଂ। ଆହତ ରୋଗୀଙ୍କୁ ଅନ୍ୟ ଏକ ବେଡ୍‌କୁ ସ୍ଥାନାନ୍ତର।

କଟକ ଏସସିବିରେ ବଡ଼ ଅଘଟଣ । ମେଡିକାଲରେ ରୋଗୀ ଉପରେ ଖସିଲା ସିଲିଂ । ଛାତରୁ ସିଲିଂ ଖସି ଜଣେ ରୋଗୀ ଆହତ । ପୁରୁଣା ମେଡିସିନ୍ ୱାର୍ଡ ପ୍ରଥମ ମହଲାରେ ଛାତରୁ ଖସିଲା ସିଲିଂ । ଘଟଣା ପରେ ଆହତ ରୋଗୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

Leave A Reply

Your email address will not be published.