ମିଡ୍‌ ଡେ ଅପରେସନ ବି ଫେଲ୍‌: ଲେନିନ ମହାନ୍ତି

0

ଓଡ଼ିଆ ନ୍ୟୁଜ୍: ମିଡ୍‌ ଡେ’ ଅପରେସନ ବି ଫେଲ୍‌ କହିଲେ ବିଜେଡି ନେତା ଲେନିନ ମହାନ୍ତି। ‘ମିଡ୍‌ ନାଇଟ୍‌ ଅପରେସନ ଫେଲ୍‌ ହୋଇଥିଲା, ମିଡ୍‌ ଡେ’ ଅପରେସନ ବି ଫେଲ୍‌’। ମିଡ୍‌ ଇଭିନିଙ୍ଗ ଅପରେସନ୍‌ ବି ଫେଲ୍‌ ହେବ କହିଲେ ଲେନିନ୍‌। ‘ଦଳକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା’।‘ଏଥିରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ ଅଂଶ ଥିଲେ’। ‘ଗତ କିଛି ମାସ ହେବ ଏମାନେ ଷଡ଼ଯନ୍ତ୍ରରେ ସାମିଲ୍ ଥିଲେ’।‘କିଛି ଲାଗିଛନ୍ତି ଦଳକୁ ଦୁର୍ବଳ କରିବାକୁ, ବିଜୟ ମହାପାତ୍ର ବ୍ୟାକଅପ୍‌ ଦେଉଥିଲେ’।

‘ଗୋଟେ ପ୍ରଶ୍ନ ଉଠୁଛି ଯେ ଅନ୍ୟମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି’। ‘ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା କହିନାହାନ୍ତି ଦଳ ଭାଙ୍ଗୁ ବୋଲି’।‘କିନ୍ତୁ ଏମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ’।

Leave A Reply

Your email address will not be published.