ଭୁଲ ଭୁଲେୟା କାହାଣୀ ନ କହି, ଅଭିଯୋଗର ପ୍ରମାଣ ଦିଅନ୍ତୁ: ଅରବିନ୍ଦ ମହାପାତ୍ର

0

ଓଡ଼ିଆ ନ୍ୟୁଜ୍: ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ କଲେ ଅରବିନ୍ଦ ମହାପାତ୍ର। ଭୁଲ ଭୁଲେୟା କାହାଣୀ ନ କହି, ଅଭିଯୋଗର ପ୍ରମାଣ ଦିଅନ୍ତୁ। ଯଦି ଅଭିଯୋଗ ଅଛି ତଥ୍ୟ ସହିତ କୁହନ୍ତୁ,।କାହା ସହ କେଉଁଦିନ, କେତେବେଳେ ବସିଥିଲି କହିଲେ ଭଲ ହେବ। ସଂଗଠିତ କରିବା ଅଭିଯୋଗ ନେଇ କହିଲେ ମୁଁ ମାତ୍ର ଦେଢ଼ ବର୍ଷର ବିଧାୟକ।ଅଭିଯୋଗ ଦଳ ଲଗାଇଛି, ଦଳ ପ୍ରମାଣିତ କରିବା ଦରକାର। ‘ସିଙ୍ଗିଲ ୱାର୍ଡ କହି ଖସିଯିବା ଅନୁଚିତ, ପ୍ରମାଣିତ କରନ୍ତୁ’।

ବାପା ସ୍ବତନ୍ତ୍ର, ତାଙ୍କୁ ଅଯଥାରେ ବିବାଦ ଭିତରକୁ ଟାଣନ୍ତୁ ନାହିଁ।ସନାତନ ମହାକୁଡ଼ ବରିଷ୍ଠ ନେତା, ବିଧାନସଭାରେ କେବଳ ଦେଖା ହୋଇଛି।ଲବିରେ ମଧ୍ୟ ସନାତନ ମହାକୁଡ଼ଙ୍କ ସହ ମୋ ସାକ୍ଷାତ ହୋଇନି।ଅଲଗା ଦଳ କଥା ଭାବିନି, ୨୦୨୯ ପର୍ଯ୍ୟନ୍ତ ପାଟକୁରା ବିଧାୟକ ରହିବି। ପାଟକୁରା ବିଧାୟକ ପଦରୁ କେହି ହଟାଇ ପାରିବେନି, ବିକାଶ କରିବି।

Leave A Reply

Your email address will not be published.