କଣ୍ଟେନରକୁ ପିଟିଲା ଥାର୍, ୩ମୃତ

0

ଓଡ଼ିଆ ନ୍ୟୁଜ୍: ଏନ୍‌ଏଚ୍‌ରେ କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ।ଗଙ୍ଗପଡ଼ା ରାସ୍ତାକଡ଼ରେ କଣ୍ଟେନରକୁ ପଛରୁ ପିଟିଲା ଥାର୍।ଦୁର୍ଘଟଣାରେ ଥାର୍‌ ଗାଡ଼ି ସଂପୂର୍ଣ୍ଣ ଚୁର୍‌ମାର୍, ଆଉ ଜଣେ ଗୁରୁତର।ଦୁର୍ଘଟଣାରେ ଗୁରୁତର ଯୁବକ ଏମ୍‌ସ ସ୍ଥାନାନ୍ତର।ଏନ୍‌ଏଚ୍‌ରେ କଣ୍ଟେନରକୁ ଥାର୍ ଧକ୍କା ଦେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ କଟର ସାହାଯ୍ୟରେ କଟାଯାଇ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ଇନ୍ଫୋଭାଲି ଥାନା ଅଧୀନ ମଦନପୁର ପଞ୍ଚାୟତ କାଇମାଟିଆ ଅଞ୍ଚଳରେ।

ଖବର ଅନୁସାରେ, ଗଙ୍ଗପଡ଼ା ରାସ୍ତାକଡ଼ରେ କଣ୍ଟେନରକୁ ପଛରୁ ପିଟିଲା ଥାର୍ । ତେବେ ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଥାର୍‌ ଗାଡ଼ି ସଂପୂର୍ଣ୍ଣ ଚୁର୍‌ମାର୍ ହୋଇଯାଇଛି । ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ଉଦ୍ଧାର କରାଯାଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଥାର୍ ବାରମ୍ବାର ଦୁର୍ଘଟଣା ଘଟାଉଥିବା ବେଳେ ଲୋକଙ୍କ ମନରେ ଛନକା ପଶିଛି ।

Leave A Reply

Your email address will not be published.