ପୁଣି ଦୁର୍ଘଟଣା ଘଟାଇଲା ‘ଆମ ବସ୍

ଦୁର୍ଘଟଣା ପରେ ଭାଙ୍ଗିଦେଲେ ୩ ଆମ ବସ୍‌

0

ଓଡ଼ିଆ ନ୍ୟୁଜ୍: ଜନପଥରେ ବାଇକ୍‌କୁ ଧକ୍କା ଦେଲା ଆମ ବସ୍‌।ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଆମ ବସ୍ ଭଙ୍ଗାରୁଜା। ୩ଟା ଆମ ବସ୍ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ।ଦୁର୍ଘଟଣା ଘଟାଇଥିବା ଆମ ବସ୍‌ ସହ ଆଉ ୨ଟି ଆମ ବସ୍‌ ଭାଙ୍ଗିଦେଲେ।ପ୍ରାଣ ବିକଳରେ ଆମ ବସ୍‌ ଛାଡ଼ି ପଳାଇଲେ ଡ୍ରାଇଭର, କଣ୍ଡକ୍ଟର।ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସର ମୃଦୁ ଲାଠିଚାଳନା।

ଆମ ବସ୍ ଭଙ୍ଗାରୁଜାକୁ ନେଇ ଭୁବନେଶ୍ବର ଡିସିପିଙ୍କ କଡ଼ା ପ୍ରତିକ୍ରିୟା।ଏହା ଅସାମାଜିକ କାର୍ଯ୍ୟ, ଆଦୌ ବରଦାସ୍ତ କରାଯିବନି। ଗୁରୁତ୍ବର ସହ ନେଇଛୁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।ଦୁର୍ଘଟଣା ହେବ, ଘରୋଇ ଗାଡ଼ି ବି ଦୁର୍ଘଟଣା ହେଉଛି।କିନ୍ତୁ ଦୁର୍ଘଟଣାକୁ ବାହାନା କରି କେହି ଏଭଳି ଭଙ୍ଗାରୁଜା କରି ପାରିବେନି।

Leave A Reply

Your email address will not be published.