ଭିଜିଲାନ୍ସ ଜାଲରେ SCB ଡାକ୍ତର

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ SCB ଆସୋସିଏଟ୍‌ ପ୍ରଫେସର ଡା. ସନାତନ ବେହେରା। ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡା. ସନାତନ ବେହେରା। ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡ଼ିବସିଲା ଭିଜିଲାନ୍ସ।ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍‌ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ।ସରକାରୀ କ୍ବାର୍ଟର୍ସକୁ ସ୍କୁଟରରେ ଟଙ୍କା ନେଇ ଗଲା ବେଳେ ଧରାପଡ଼ିଲେ। କାଠଗୋଲାସାହି-ମେଡିକାଲ୍‌ ରୋଡ୍‌ରେ କାବୁ କଲା ଭିଜିଲାନ୍ସ ଟିମ୍‌।ସମସ୍ତ ଟଙ୍କା ଜବତ ସହ ଆସୋସିଏଟ୍‌ ପ୍ରଫେସରଙ୍କ ୩ଟି ସ୍ଥାନରେ ରେଡ୍‌।

ତେବେ ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍‌ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ଆସିଛି । ସରକାରୀ କ୍ବାର୍ଟର୍ସକୁ ସ୍କୁଟରରେ ଟଙ୍କା ନେଇ ଯିବାବେଳେ ଧରାପଡ଼ିଲେ । କାଠଗୋଲାସାହି-ମେଡିକାଲ୍‌ ରୋଡ୍‌ରେ କାବୁ କଲା ଭିଜିଲାନ୍ସ ଟିମ୍‌ । ସମସ୍ତ ଟଙ୍କା ଜବତ ସହ ଆସୋସିଏଟ୍‌ ପ୍ରଫେସରଙ୍କ ୩ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.