ଟ୍ରାକରୁ ଖସିଗଲା ଟ୍ରେନ

0

ଓଡ଼ିଆ ନ୍ୟୁଜ୍:  ବଡ଼ଧରଣର ଟ୍ରେନ୍ ଦୁର୍ଘଟଣା। ଯଖପୁରା ନିକଟରେ ଚେନ୍ନାଇ-ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଯଖପୁରାରେ ଷ୍ଟେସନ ନିକଟରେ ଟ୍ରାକରୁ ଖସି ଯାଇଛି ଟ୍ରେନର ବଗି। ତେବେ ଅଳ୍ପକେ ବର୍ତ୍ତିଯାଇଛି ବଡ଼ ଅଘଟଣ।

ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଭଦ୍ରକ ଯଖପୁରା ଷ୍ଟେସନ ନିକଟରେ ଯାତ୍ରୀବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ଟ୍ରେନ୍‌ର ଗୋଟିଏ ବଗି ଟ୍ରାକରୁ ଖସିଥିବା ଜଣାପଡିଛି । ଯାହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ଟ୍ରେନ୍‌ ଦୁର୍ଘଟଣା ଲାଗି ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.