ସୁଭାଷିନୀ ଆମକୁ ଭୋଟ୍ ଦେବେ

0

ଓଡ଼ିଆ ନ୍ୟୁଜ୍: ଆମ ବିଧାୟକ ଆମ ସହ ରହିଛନ୍ତି, ସେମାନେ କିଣାବିକା ପାର୍ଟି।ଏମିତି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଅନେକ ବିଧାୟକ ଦୂର ଦୂରାନ୍ତରରୁ ଆସୁଥିବାରୁ ହ୍ବିପ୍‌ ଜାରି ହୋଇଛି। ସମସ୍ତେ ଭୁବନେଶ୍ୱରରେ ରହିବାକୁ ନିର୍ଦେଶ ଦିଆଯାଇଛି: ପ୍ରମିଳା।ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ନିଶ୍ଚୟ ବିଜୟ ଲାଭ କରିବେ। ସୁଭାଷିନୀଙ୍କୁ ଚୋରି କରି ନେଲେ କି? ସେ ଆମ ଦଳରେ ଅଛନ୍ତି। ସେ ଆମକୁ ଭୋଟ୍ ଦେବେ ବୋଲି କହିଛନ୍ତି। ଚୋରି କରି ନେଇଗଲେ କେମିତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ସେ । ସେ ଆହୁରି କହିଛନ୍ତି, ଆମ ବିଧାୟକ ଆମ ସହ ଅଛନ୍ତି ।

ଆମ ବିଧାୟକ ଆମ ସହ ରହିଛନ୍ତି, ସେମାନେ କିଣାବିକା ପାର୍ଟି । ଅନେକ ବିଧାୟକ ଦୂର ଦୂରାନ୍ତରରୁ ଆସୁଥିବାରୁ ହ୍ବିପ୍ ଜାରି ହୋଇଛି । ସମସ୍ତେ ଭୁବନେଶ୍ୱରରେ ରହିବାକୁ ନିର୍ଦେଶ ଦିଆଯାଇଛି ବୋଲି ପ୍ରମିଳା କହିଛନ୍ତି । ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ନିଶ୍ଚୟ ବିଜୟ ଲାଭ କରିବେ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି ।

 

Leave A Reply

Your email address will not be published.