ଏଥର ଦିଦିଙ୍କ ହାତ ଛାଡ଼ିଲେ ସାଂସଦ କୋଏଲ ମଲ୍ଲିକ

0

ଓଡ଼ିଆ ନ୍ୟୁଜ୍: ଗୁରୁବାର ମମତା ବାନାର୍ଜୀଙ୍କୁ ଆଉ ଏକ ବଡ ଝଟକା ମିଳିଛି। ମମତା ବାନାର୍ଜୀଙ୍କ ଦଳ ଟିଏମସି ପୁଣି ଏକ ବଡ଼ ଝଟକା ପାଇଛି। ଏଥର ଦିଦିଙ୍କ ହାତ ଛାଡ଼ିଲେ ସାଂସଦ କୋଏଲ ମଲ୍ଲିକ।

ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗର ଟିଏମସି ରାଜ୍ୟସଭା ସାଂସଦ କୋଏଲ ମଲ୍ଲିକ ଇସ୍ତଫା ଦେଇଛନ୍ତି। ସେ ଦଳରୁ ଇସ୍ତଫା ଦେବାରେ ଚତୁର୍ଥ ସାଂସଦ। ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟସଭା ସାଂସଦ କୋଏଲ ମଲ୍ଲିକ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ତାଙ୍କର ଇସ୍ତଫାପତ୍ର ଦାଖଲ କରିଛନ୍ତି।

Leave A Reply

Your email address will not be published.