ଆଜି ରାତ୍ରି 8 ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବେ l ଏନେଇ ଟୁଇଟ କରି ଅବଗତ କରିଛନ୍ତି ଯେ ବିଶ୍ୱ ମହାମାରୀ କରୋନା ଭାଇରସର ବଢି ଚାଲିଥିବା ପ୍ରକୋପ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ଯ ଦେଶବାସୀ ଙ୍କୁ ଜଣାଇବି l
वैश्विक महामारी कोरोना वायरस के बढ़ते प्रकोप के संबंध में कुछ महत्वपूर्ण बातें देशवासियों के साथ साझा करूंगा। आज, 24 मार्च रात 8 बजे देश को संबोधित करूंगा।
Will address the nation at 8 PM today, 24th March 2020, on vital aspects relating to the menace of COVID-19.
— Narendra Modi (@narendramodi) March 24, 2020