ହରିୟାଣାରେ ଚଞ୍ଚଲ୍ୟ, କାରରୁ ମିଳିଲା ୭ ଜଣଙ୍କ ମୃତଦେହ

0

ଓଡ଼ିଆ ନ୍ୟୁଜ୍: ହରିୟାଣାର ପଞ୍ଚକୁଲାରେ ଚାଞ୍ଚଲ୍ୟ । କାରରୁ ମିଳିଲା ୭ ଜଣଙ୍କ ମୃତଦେହ । ମୃତକମାନେ ସମସ୍ତେ ଗୋଟିଏ ପରିବାରର । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସମସ୍ତ ବାବା ବାଗେଶ୍ୱର ଧାମରୁ ପ୍ରବଚନ ଶୁଣି ଫେରୁଥିଲେ ।

ତେବେ ଗାଡ଼ିରେ ବସି ବାପାମାଆ ଓ ପିଲାମାନେ ବିଷ ପିଇ ଦେଇଥିବା ଅନୁମାନ କରାଯାଉଛି । ପୋଲିସ ସାତଟି ମୃତଦେହ ଉଦ୍ଧାର କରିଛି । ଜଣେ ଅଧିକାରୀ କହିଛନ୍ତି ଯେ ସମସ୍ତ ସାତଟି ମୃତଦେହର ପୋଷ୍ଟମର୍ଟମ କରାଯିବ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.