କରୋନାକୁ ନେଇ ଅପରାଜିତାଙ୍କ ବାର୍ତ୍ତା

0

କରୋନା ମୁକାବିଲା ପାଇଁ ବଲିଉଡ ଠାରୁ ଆରମ୍ଭ କରି ଓଲିଉଡ୍ ପର୍ଯ୍ୟନ୍ତ ସମସ୍ତେ ସଚେତନତାର ବାର୍ତ୍ତା ପ୍ରେରଣ କରୁଛନ୍ତି l ସେହିପରି ଓଲିଉଡ୍ ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ପଠାଇଛନ୍ତି l ସେ କହିଛନ୍ତି ଯେ କରୋନା ମୁକାବିଲା କରିବା ପାଇଁ ସଚେତନତା ହିଁ ଏକମାତ୍ର ଔଷଧ ଆମେ ଘରେ ରହିବା, ନିୟମ ମାନି ଚଳିବା, ଆଉ କରୋନା ଠାରୁ ଜିତିବା

Leave A Reply

Your email address will not be published.