ସଂକଟ ସମୟରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ହେଲା ସାଧାରଣ ନିର୍ବାଚନ

ଦକ୍ଷିଣ କୋରିଆ ରେ ଗତକାଲି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଦକ୍ଷିଣ କୋରିଆରେ 10,590 ଜଣ ମହାମାରୀ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ବେଳେ 225 ଜଣଙ୍କ ମୃତ୍ୟୁ ଘଟିସାରିଛି l ଏହାକୁ ଦୃଷ୍ଟି ରେ ରଖି ଦକ୍ଷିଣ…
Read More...

ବର୍ଦ୍ଧିତ ଲକ୍ ଡାଉନ୍ ପାଇଁ ନୂଆ ଗାଇଡ୍ ଲାଇନ୍

ଦେଶରେ ମହାମାରୀ କରୋନା ଭାଇରସ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଲକ୍ ଡାଉନ୍ ଉପାୟ ଅବଲମ୍ବନ କରିଥିଲେ l ଲକ୍ ଡାଉନ୍ ଅବଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ 3 ପର୍ଯ୍ୟନ୍ତ ବଢାଇଛନ୍ତି l ଏହି ବର୍ଦ୍ଧିତ ଲକ୍…
Read More...

କଳାହାଣ୍ଡିରେ 5T ସଚିବ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବାହୁତ ପଦକ୍ଷେପ ମାନ ଗ୍ରହଣ କରାଯାଉଛି l ଏହାରି ଭିତରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଯାଇ…
Read More...

ଭାରତରେ କରୋନା ନେଲାଣି 377 ଜଣଙ୍କ ଜୀବନ

କେନ୍ଦ୍ର ସ୍ଵାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ l ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 11739 ଥିବା ବେଳେ 377 ଜଣଙ୍କ ମୃତ୍ୟୁ ଘଟିଛି l ସେହିପରି 1305 ଜଣ ସୁସ୍ଥ ହୋଇଛନ୍ତି l…
Read More...

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନକୁ ପାଣ୍ଠି ବନ୍ଦ କଲା ଆମେରିକା

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକା ପାଣ୍ଠି ବନ୍ଦ କରିଛି l ଏକ ସାମ୍ବାଦିକ ସମ୍ମିଳନୀ କରି ଟ୍ରମ୍ପ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୁ ପାଣ୍ଠି ବନ୍ଦ କରିବାକୁ ମୁଁ ମୋ ପ୍ରଶାସନ କୁ ନିର୍ଦେଶ ଦେଇଛି l ସେ ଆହୁରି…
Read More...

କରୋନା ମୁକାବିଲା ପାଇଁ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ଵ

ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି l ଏଥିପାଇଁ ରାଜ୍ୟ ସରକାର ଭୁବନେଶ୍ବରକୁ ତିନୋଟି ଜୋନ୍ ରେ ବିଭକ୍ତ କରିଛନ୍ତି l ଗତକାଲି ବମିଖାଲ କଣ୍ଟେନମେଣ୍ଟ ଜୋନ୍ ରୁ ତିନୋଟି କରୋନା…
Read More...

କରୋନା ଭାଇରସ୍ ପାଇଁ ସଙ୍କଟରେ ଅଟୋମୋବାଇଲ ଶିଳ୍ପ

କରୋନା ଭାଇରସ୍ ଯୋଗୁଁ ଅଟୋମୋବାଇଲ ଶିଳ୍ପ ସଂକଟ ରେ ପଡ଼ିଯାଇଛି l ମହାମାରୀ କରୋନା ଭାଇରସ୍ ପାଇଁ ଦେଶରେ ସୃଷ୍ଟି ହୋଇଥିବା ଲକ୍ ଡାଉନ୍ ପରିସ୍ଥିତି ଯୋଗୁଁ ଅଟୋମୋବାଇଲ ଶିଳ୍ପ ଏବେ ସଙ୍କଟରେ ଗତି କରୁଛି l ଏହି ଶିଳ୍ପ ଗତ 20…
Read More...

ଲକ୍ ଡାଉନ୍ ଅବଧି ବଢିବା ଯୋଗୁଁ ଆଇପିଏଲ ସ୍ଥଗିତ

ମହାମାରୀ କରୋନା ଭାଇରସ୍ ପାଇଁ ମନୋରଞ୍ଜନ, ଖେଳ, ବ୍ୟବସାୟ ଏବେ ଏକ ପ୍ରକାରର ବନ୍ଦ ହୋଇଯାଇଛି l ମହାମାରୀ କରୋନା ଭାଇରସ୍ ପାଇଁ ପ୍ରାୟ ପ୍ରତ୍ଯେକ ଦେଶ ସାମାଜିକ ଦୂରତାକୁ ଗୁରୁତ୍ଵ ଦେଉଥିବା ବେଳେ କୌଣସି ସ୍ଥାନରେ ଖେଳ, ସଭା…
Read More...

ମେ 3 ପର୍ଯ୍ୟନ୍ତ ବାତିଲ୍ ହେଲା ବେସାମରିକ ବିମାନ ସେବା

ମହାମାରୀ କରୋନା ଭାଇରସ୍ ଦିନକୁ ଦିନ ଭାରତରେ ବୃଦ୍ଧି ପାଇବାରେ ଲାଗିଛି l ତେଣୁ କରୋନା ଭାଇରସ୍ ର ମୁକାବିଲା ପାଇଁ କେନ୍ଦ୍ର ସରକାର ଙ୍କ ତରଫରୁ ଲକ୍ ଡାଉନ୍ ଅବଧି କୁ ମେ 3 ପର୍ଯ୍ୟନ୍ତ ବଢାଇ ଦିଆଯାଇଛି l ପ୍ରଧାନମନ୍ତ୍ରୀ…
Read More...

ମେ 3 ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳସେବା ବନ୍ଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୟାବହକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଅବଧି କୁ ଆହୁରି 19 ଦିନ ପାଇଁ ବୃଦ୍ଧି କରିଛନ୍ତି l ଅର୍ଥାତ୍ ଆସନ୍ତା ମେ 3 ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧି କୁ ବୃଦ୍ଧି କରିଛନ୍ତି l…
Read More...