ୟୁପିରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଜାରି, ମତଦାନ କେନ୍ଦ୍ରରେ ପହଞ୍ଚିଲେ ବିଧାୟକ

ୟୁପି ବିଧାନସଭା ନିର୍ବାଚନ୨୦୨୨:  ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ରାଜ୍ୟର ନଅଟି ଜିଲ୍ଲାର ୫୫ ଟି ଆସନରେ ମତଦାନ ଆରମ୍ଭ ହୋଇଛି।ନିର୍ବାଚନ ଅଧକାରୀ ମକ୍ ପୋଲ୍ ମାଧ୍ୟମରେ ଇଭିଏମ୍ ପରୀକ୍ଷା…
Read More...

ରାଜନୀତି ମଇଦାନରେ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ‘ଦି ଗ୍ରେଟ୍ ଖାଲି’;ବିଜେପିରେ ହେଲେ ସାମିଲ

ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ ଡବ୍ଲ୍ୟୁଡବ୍ଲ୍ୟୁ ତାରକା ଦି ଗ୍ରେଟ୍ ଖାଲି ଗୁରୁବାର ଦିନ ଦିଲ୍ଲୀରେ ବିଜେପିରେ ଯୋଗ ଦେଇଥିବା ଜଣାପଡିଛି।ସଦସ୍ୟତା ଗ୍ରହଣ କରିବା ପରେ ସେ କହିଛନ୍ତି…
Read More...

ଲାଖିମପୁର ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରକୁ ହାଇକୋର୍ଟରୁ ମିଳିଲା ଜାମିନ

ଗତ ବର୍ଷ ଅକ୍ଟୋବରରେ ୩ରେ ଲଖିମପୁରର ଖେରୀର ଟିକୁନିଆରେ ହୋଇଥିବା ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରକୁ…
Read More...

ବଜେଟ୍ ଅଧିବେଶନ ୨୦୨୨-୨୩ର ଚତୁର୍ଥ ଦିନ; ଆଜି ମଧ୍ୟ ଆଲୋଚନା ଜାରି

ବଜେଟ୍ ଅଧିବେଶନ ୨୦୨୨-୨୩କୁ ନେଇ ଗୁରୁବାର ଦିନ ସଂସଦର ଉଭୟ ଗୃହରେ ଆଲୋଚନା ଚାଲିଛି ଜାରି ରହିଛି। ଆଜି ଲୋକସଭାରେ ଆଲୋଚନାର ଚତୁର୍ଥ ଦିନ ହୋଇଥିବାବେଳେ ଏହା ରାଜ୍ୟସଭାରେ ଆଲୋଚନାର ତୃତୀୟ ଦିନ। ଫେବୃଆରୀ ୭ ରେ କଂଗ୍ରେସ ନେତା…
Read More...

ଆଜି ସାହାରନପୁରରେ ପ୍ରଧାନମନ୍ତ୍ରୀଙ୍କ ସାଧାରଣ ସଭା ହେବ; ଡ୍ରୋନ୍ କ୍ୟାମେରା ସହ ପୁଲିସ ଫୋର୍ସ ମୁତୟନ

ୟୁପିରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ଏହାରି ଭିତରେ ଆଜି ଗୁରୁବାର ସହାରନପୁରର ରିମାଉଣ୍ଟ ଡିପୋ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଧାରଣ ସଭା ପାଇଁ ପ୍ରସ୍ତୁତି ଚାଲିଛି। ଏ ବାବଦରେ…
Read More...

ୟୁପି ନିର୍ବାଚନ ୨୦୨୨; ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ ; ଜାଣନ୍ତୁ ଅନ୍ୟ କେଉଁ ଜିଲ୍ଲାରେ ହେଉଛି ଭୋଟ ଗ୍ରହଣ

ଉତ୍ତରପ୍ରଦେଶରେ ହାଇ-ଭୋଲଟେଜ୍ ନିର୍ବାଚନରେ ​​ଆଜି ଭୋଟ୍ ଦେବାର ପ୍ରଥମ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟରେ ୫୮ ଟି ଆସନରେ ମତଦାନ ଆରମ୍ଭ ହେବ, ୬୨୩ ପ୍ରାର୍ଥୀଙ୍କ ଭବିଷ୍ୟତ ଆଜି ସ୍ଥିର ହେବ | ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ…
Read More...

ପୁରୀରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଗିରଫ

ରାଜ୍ୟରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ନିର୍ବାଚନକୁ ନେଇ ସବୁ ବ୍ୟସ୍ତ ଥିବାବେଳେ ନିଶା କାରବାରୀଙ୍କୁ ଅପରାଧିକ କାର୍ଯ୍ୟକଳାପ ପାଇଁ ସୁଯୋଗ ମିଳିଯାଇଛି। ଏହାରି ଭିତରେ ଆଜି ପୁରୀ ଚନ୍ଦନପୁରରୁ ବ୍ରାଉନ ସୁଗାର…
Read More...

ସିଏମ ଚେହେରା ପାଇଁ ମନୋନୀତ ନହେବାରୁ ରାଗିଲେ ନବଜୋତ; ଟୁଇଟ କରି ଜଣାଇଲେ ଦୁଃଖ

ନିଜ ବୟାନକୁ ସବୁବେଳେ ବିବାଦରେ ଥିବା ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବୁଧବାର ଏକ ଭିଡିଓ ଟ୍ୱିଟ୍ କରି ସିଦ୍ଧୁ ନିଜକୁ ପଞ୍ଜାବର ପ୍ରକୃତ ପୁଅ ବୋଲି ଦାବି କରିଛନ୍ତି। ଏହି…
Read More...

କରୋନାର ଚିକିତ୍ସା କରିବ ନାସାଲ୍ ସ୍ପ୍ରେ; ଫ୍ୟାବି ସ୍ପ୍ରେ ନାମରେ ଖୁବ୍ ଶୀଘ୍ର ଆସିବ ଭାରତ

ଦେଶରେ ବୟସ୍କ କରୋନା ସଂକ୍ରମଣର ଚିକିତ୍ସା ପାଇଁ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ନାସାଲ୍ ସ୍ପ୍ରେ ଲଞ୍ଚ କରିଛି। ଯାହାର ନାମ ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ ଲଞ୍ଚ କରିଛି | କାନାଡାର ଏକ କମ୍ପାନୀ…
Read More...

ଆଇପିଏଲ୍ ୨୦୨୨: ନୂତନ ଫ୍ରାଞ୍ଚାଇଜ୍ ଅହମ୍ମଦାବାଦର ନାମ ଘୋଷଣା ଶେଷ; ଦଳର ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

ଦୀର୍ଘ ଦିନ ଧରି ଅହମ୍ମଦାବାଦ ଟିମର ନାମକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଯାହାର ପରିସମାପ୍ତି ଘଟିଛି। ତେବେ ଆନୁଷ୍ଠାନିକ ଭାବରେ ଏହି ଦଳର ନାମ 'ଗୁଜୁରାଟ ଟାଇଟାନ୍ସ' ରଖାଯାଇଛି। ଟିମ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ ରେ…
Read More...