ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ: ୨୫ଟି ଜିଲ୍ଲାର ୪୮ ଟି ବ୍ଲକର ୯୭୫ ପଞ୍ଚାୟତର ଚାଲିଛି ମତଦାନ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜି ଶେଷ ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍‌ ଗ୍ରହଣ ଅର୍ଥାତ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ। ରାଜ୍ୟର ୨୫ ଟି ଜିଲ୍ଲାର ୪୮ ଟି ବ୍ଲକର ୯୭୫ ଗ୍ରାମ ପଞ୍ଚାୟତର ୧୩,୫୧୪…
Read More...

ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ: ରାତି ୧୦ଟାରେ ଉଠିବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ

ଓଡିଆ ନ୍ୟୁଜ୍(ବ୍ୟୁରୋ): ପବିତ୍ର ଶିବରାତ୍ରି ଅବସରରେ ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ନିଷ୍ପତ୍ତି ହୋଇଛି। ମହାଶିବରାତ୍ରୀ ପାଇଁ…
Read More...

ରାଜଧାନୀର ଧର୍ମାନୁଷ୍ଠାନରେ ହଟିଲା କଟକଣା: ଆଉ ଦେଖାଇବାକୁ ପଡିବନି କୋଭିଡ଼ ସାର୍ଟିଫିକେଟ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଧିରେ ଧିରେ କମୁଛି କରୋନା କେସ୍ । ରାଜ୍ୟରେ ବିଭନ୍ନ ଜାଗାରେ ସଂକ୍ରମଣ କ୍ରମଶଃ କମିବାରୁ ଅନେକ ଜାଗାରେ କଟକଣାକୁ ବି କୋହଳ କରୁଛନ୍ତି  ରାଜ୍ୟ ସରକାର। ଏହି କ୍ରମରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ…
Read More...

ରସିକିଆ ଠକ ଡାକ୍ତର ରମେଶ ସ୍ୱାଇଁର ଭଉଣୀ ଗିରଫ ,ଭାଇର କଳାକାରନାମାର ଥିଲା ସହଯୋଗୀ

ଓଡିଆ ନ୍ୟୁଜ୍(ବ୍ୟୁରୋ): ରସିକିଆ ଡାକ୍ତର ରମେଶ ସ୍ୱାଇଁ କଳାକାରନାମକୁ  ନେଇ ପୋଲିସ ଯେତିକି ତଦନ୍ତ କରୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସବୁ ଠକେଇ ଓ ଲୁଟ୍‌ ପଛରେ ରମେଶ ଏକା ନଥିଲା, ଏହା ପଛରେ ତାର ପୁରା…
Read More...

କିଏ ଭିଆଉଛି ରାଜନୈତିକ ହିଂସା? ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଧାରଣାରେ ବସିଲେ ବିଜେପି ବିଜେଡ଼ି ନେତା

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍):  ରାଜନୈତିକ ହିଂସାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ। ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଉଭୟ ଦଳର ବିକ୍ଷୋଭ ଓ ଧାରଣା। ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି…
Read More...

ପୌର ନିର୍ବାଚନରେ ଦୃଷ୍ଟିହୀନ ‌ଭୋଟରଙ୍କ ପାଇଁ ବ୍ରେଲି ଲିପିର ବାଲାଟ୍ ପେପରରେ ମତଦାନ ପ୍ରସଙ୍ଗ: ନିର୍ବାଚନ କମିଶନଙ୍କୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଗାମୀ ପୌର ନିର୍ବାଚନରେ ଦୃଷ୍ଟିହୀନ ‌ଭୋଟରଙ୍କ  ପାଇଁ ବ୍ରେଲି ଲିପିର  ବାଲାଟ ପେପର ବ୍ୟବସ୍ଥା କରିବା ପ୍ରସଂଗରେ ସତ୍ୟପାଠ ମାଧ୍ୟମରେ ଜବାବ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଓଡିଶା…
Read More...

କଳିଙ୍ଗ ଷ୍ଟାଡିଅମକୁ ବୁଲିବାକୁ ଯାଇ ଆହତ ମହିଳା ଫୁଟବଲ ଖେଳାଳୀ ମନୀଷାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଦେଲେ ଆଶ୍ବାସନା ଓ…

ଭୁବନେଶ୍ବର(ଓଡିଆ ନ୍ୟୁଜ୍):  ମନୀଷା ନାୟକ । ସ୍ପୋର୍ଟସ ଓଡିଶା ଟିମ୍‌ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ବପ୍ନ ନେଇ ଓଡିଶା ମହିଳା ଲିଗ୍‌ ମ୍ୟାଚରେ ଖେଳିବାର ଆଶା ରଖି ଆସିଥିଲେ । କିନ୍ତୁ ରାଇଜିଂ ଷ୍ଟୁଡେଣ୍ଟସ…
Read More...

ହାରିବା ଭୟରେ ବିଜେପି ଘଟାଉଛି ହିଂସାକାଣ୍ଡ,ଓଡ଼ିଶାବାସୀ ବିଜେପିକୁ ପୁଣିଥରେ ପ୍ରତ୍ୟାଖାନ କରିବେ: ଲେନିନ ମହାନ୍ତି

ଓଡିଆ ନ୍ୟୁଜ୍(ବ୍ୟୁରୋ): ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆମେ ତୀବ୍ର ନିନ୍ଦା କରୁଛୁ । ଗଣମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଆକ୍ରମଣକାରୀମାନଙ୍କ ବିରୋଧରେ ପୁଲିସ…
Read More...

ରାଜଧାନୀରୁ ନକଲି ଡାକ୍ତର ଗିରଫ ଘଟଣା: ସରୁନି ଠକାମିର ତାଲିକା, ଜେରା ବେଳେ କାନ୍ଦି ପକାଉଛନ୍ତି ରମେଶ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜଧାନୀରୁ ନକଲି ଡାକ୍ତର ଗିରଫ ଘଟଣା । ପୋଲିସର ସ୍ୱତନ୍ତ୍ର ଟିମ ୩ ଦିନ ହେବ ଜେରା କରି ବହୁ ତଥ୍ୟ ହାସଲ କରିଛି । ଘରୁ ମିଳିଥିବା ଦସ୍ତାବିଜ ଏବଂ ମୋବାଇଲକୁ ନେଇ ତଦନ୍ତ ଚାଲିଛି ।ଜଣେ…
Read More...

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ଜିରୋ ଟଲରେନ୍ସ: ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର(ଓଡିଆ ନ୍ୟୁଜ୍): 5T କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ଦିନ ଠାରୁ ଆଉ  ଦୁର୍ନୀତିଗ୍ରସ୍ତଙ୍କୁ  ନିସ୍ତାର ମିଳୁନାହିଁ। ଟିକିଏ ବି ଦୁର୍ନୀତିର ଛିଟା ଲାଗିଲେ ଅଧିକାରୀ  ମାନଙ୍କୁ  ସିଧା ବାଧ୍ୟତାମୂଳକ ଅବସର…
Read More...