ବଳକା ସିଟ୍‌ରେ ହେବ ସ୍ପଟ୍‌ ଆଡ୍‌ମିଶନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ୟୁଜି, ପିଜି, ବି.ଏଡ୍‌/ଏମ୍‌.ଏଡ୍‌ ପାଠ୍ୟକ୍ରମର ବଳକା ସିଟ୍‌ ରେ ହେବ ସ୍ପଟ୍‌ ଆଡମିଶନ । ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନଗୁଡିକରେ ଖାଲିଥିବା ୭୮,୦୬୦ ସିଟ୍‌ ରେ ହେବ ସ୍ପଟ୍‌ ଆଡମିଶନ ।…
Read More...

ମା’ ତାରାତାରିଣୀଙ୍କ ପୀଠରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍,

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମା’ ତାରାତାରିଣୀଙ୍କ ପୀଠ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ସୋରଡା ବିଧାୟକ,…
Read More...

ସୀମାନ୍ତରେ ମାଓବାଦୀ-ଯବାନ ଗୁଳି ବିନିମୟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏଥିସହ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ…
Read More...

ଦାଦାବଟିକୁ ନେଇ ଠିକାସଂସ୍ଥା ଉପରେ ବୋମାମାଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦାଦାବଟିକୁ ନେଇ ଠିକାସଂସ୍ଥା ଉପରେ ବୋମାମାଡ । କଟକ-ବାଙ୍କୀ କଇଁମୁଣ୍ଡି ଛକରେ ଏହି ବୋମାମାଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, …
Read More...

ଆକ୍ସନ ମୁଡରେ କ୍ରୁଟ୍: ମଦୁଆ ଚାଳକ ଓ କଣ୍ଡକ୍ଟର ନିଲମ୍ବିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅକ୍ସନ ମୋଡ଼ରେ କ୍ରୁଟ୍ | ଏଥର ସାବାଡ ହେବେ ମୋ ବସ କର୍ମଚାରୀ | ‘ମୋ ବସ୍’ ଡ୍ରାଇଭରଙ୍କ ବିରୋଧରେ ଆକ୍ସନ ମୋଡରେ କ୍ରୁଟ୍ । ମଦ ପିଇ ଡ୍ୟୁଟି କରୁଥିବା ଅଭିଯୋଗରେ ଜଣେ ବସ୍ ଗାଇଡ୍ ଓ କ୍ୟାପଟେନଙ୍କୁ…
Read More...

ଅବକାରୀ ଚଢାଉ; ୩ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗ ତରଫରୁ କାଳୀ ପଡିଆ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶିମଦ ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ…
Read More...

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ 

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବନ୍ଧୁକ ଓ ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀ ଙ୍କ ଠାରୁ ୯୦ହଜାର ଟଙ୍କା ଲୁଟ | ବାଲେଶ୍ୱର ଜିଲ୍ଲା ସୋର କୁପାରୀ ରାସ୍ତା ନନ୍ଦପୁର ଛକ ନିକଟରେ ଏକ କଳା ପଲସର ବାଇକ ରେ ୩ ଜଣ ଦୃବୁର୍ତ୍ତ ଆସି…
Read More...

ପରିବହନ ମନ୍ତ୍ରୀଙ୍କୁ ବିରୋଧ।ରାସ୍ତା ବଦଳାଇ ଗଲେ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପରିବହନ ମନ୍ତ୍ରୀ ଙ୍କୁ ଅଂଚଳବାସିଙ୍କ ତୀବ୍ର ବିରୋଧ। ଅଧା ବାଟ ରୁ ଫେରି ରାସ୍ତା ବଦଳାଇ ଗଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା | ବାଲେଶ୍ୱର ଜିଲ୍ଲା ସୋର ବ।ଲକ ବାଗୁଡ଼ି ଠାରେ ଏକ ସାମାଜିକ…
Read More...

ଗ୍ରୀଷ୍ମକାଳୀନ ଛୁଟିର ନାମ ପରିବର୍ତ୍ତନ କରିଛନ୍ତି ସୁପ୍ରିମକୋର୍ଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁପ୍ରିମକୋର୍ଟରେ ଆଉ ରହିବନି ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’। ଏହି ଶବ୍ଦର ସ୍ଥାନ ନେବ ‘ଆଂଶିକ ଅଦାଲତ କାର୍ଯ୍ୟ ଦିବସ’ । ନିଜ ନିୟମରେ ସଂଶୋଧନ କରି ସୁପ୍ରିମକୋର୍ଟ ପକ୍ଷରୁ ଏପରି ଏକ ବଡ଼ ପଦକ୍ଷେପ…
Read More...

ରେଲବାଇର ୩ କୋଟି ଟଙ୍କା କ୍ଷତି କରି ପତ୍ନୀଙ୍କଠାରୁ ଛାଡ଼ପତ୍ର ପାଇଲେ ଷ୍ଟେସନ ମାଷ୍ଟର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପତ୍ନୀଙ୍କ ସହ ଫୋନ୍‌ରେ ଝଗଡ଼ା ବେଳେ ସ୍ୱାମୀଙ୍କ ପାଟିରୁ ବାହାରିଗଲା ‘ଓକେ’ । ଫଳରେ ରଙ୍ଗରୁଟ୍‌ରେ ଚାଲିଗଲା ଟ୍ରେନ୍‌ ଓ ରେଳବାଇକୁ ସହିବାକୁ ପଡ଼ିଲା ୩ କୋଟିର କ୍ଷତି। ଏହି ମାମଲାରେ ସମ୍ପୃକ୍ତ…
Read More...