ଓଡ଼ିଶାରେ କିଏ ସରକାର ଗଢ଼ିବ?

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାରେ କିଏ ସରକାର ଗଢ଼ିବ? ବିଜେପି, ବିଜେଡି ନା କଂଗ୍ରେସ? ତାହା ମଙ୍ଗଳବାର ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ। ରାଜ୍ୟବାସୀ କେଉଁ ଦଳ ଉପରେ ଭରସା କରୁଛନ୍ତି ତା’ର ଏକ ଚିତ୍ର ମଧ୍ୟାହ୍ନ‌ ବେଳକୁ…
Read More...

ଆରମ୍ଭ ହେଲା ଗଣତି; ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭୋଟ ଗଣତି ।  ଆଜି ତଥା ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହେଲା ଭୋଟ ଗଣନା। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ।…
Read More...

ଆରମ୍ଭ ହେବାକୁ ଯାଉଛି Odisha Queen ର ଚତୁର୍ଥ ସଂସ୍କରଣ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରମ୍ଭ ହେବାକୁ ଯାଉଛି Odisha Queen ର ଚତୁର୍ଥ ସଂସ୍କରଣ । ଆର ଆର ଇଭେଂଟ୍ସ ଆଣ୍ଡ ପ୍ରୋମସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା ୨୦୧୯ ମସିହାରେ, କୋଭିଡ ପାଇଁ କିଛି ସମୟ ବିରତି…
Read More...

ଭୋଟ୍‌ଗଣତି ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶାନ୍ତିପୂର୍ଣ୍ଣଭାବେ ଜିଲ୍ଲାରେ ସମାପ୍ତ ହୋଇଛି ଭୋଟ୍ ଗ୍ରହଣ । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଆସନ୍ତାକାଲି ସକାଳ ୮ଘଟିକାରୁ ଆରମ୍ଭ ହେବ ଭୋଟଗଣତି । ପ୍ରତ୍ୟେକ ବିଧାନସଭା ପାଇଁ ୧୦…
Read More...

ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀରଙ୍କ ସବୁଜ ସଙ୍କେତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚଳିତ ଆଇସିସି ଟିଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ବିସିସିଆଇ ମଧ୍ୟ ନୂଆ…
Read More...

ଆଜି ବିଶ୍ବ ବାଇସାଇକେଲ୍‌ ଦିବସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦିନଥିଲା ଶୂନଗାଡ଼ି ବା ସାଇକେଲ ପରିବହନର ବଡ଼ ମାଧ୍ୟମ ଥିଲା। ଲୋକେ କୌଣସି ସ୍ଥାନକୁ ଯାତାୟାତ ପାଇଁ ସାଇକେଲ ଉପରେ ଭରସା କରୁଥିଲେ। ସେହି ସମୟରେ ସାଇକେଲ ଆବଶ୍ୟକତା ଅଧିକ ଥିଲା। ହେଲେ ଏବେ…
Read More...

ଇଭିଏମ ତୃଟି କୁ ନେଇ ଉତ୍ତେଜନା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଟାକଟା ପଞ୍ଚାୟତ ର ଚାଷୀପଡା ଗ୍ରାମ ରେ ଭୋଟଦାନ ପରେ ଇଭିଏମ ତୃଟି କୁ ନେଇ ଉତ୍ତେଜନା। ଅଫିସର ଙ୍କ ସହ ଇଭିଏମ ଅଟକ। ସୂଚନା ଅନୁସାରେ…
Read More...

ମତଦାନ ସମୟରେ ନିର୍ବାଚନୀ ହିଂସା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମତଦାନ ସମୟରେ ନିର୍ବାଚନୀ ହିଂସା | ସାଧାରଣ ନିର୍ବାଚନ ପାଇଁ ଆଜି ଶେଷ ପର୍ଯ୍ୟାୟ ରେ ମତଦାନ ଚାଳିଥିବା ବେଳେ ବାଲିଆପାଳ ଥାନା ଅନ୍ତର୍ଗତ ଛୋଟଖାନ ପୁର ୧୭୨ ନଂ ବୁଥ ରେ ନିର୍ବାଚନୀ ହିଂସା ଦେଖିବାକୁ…
Read More...

ବିଭିନ୍ନ ଦାବୀ ନେଇ ଭୋଟ ବର୍ଜନ କଲେ ଗ୍ରାମବାସୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଭିନ୍ନ ଦାବୀ ନେଇ ଭୋଟ ବର୍ଜନ କଲେ ଗ୍ରାମବାସୀ | ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ,ଏକ ଘଟଣା ଦେଖିବାକୁ ମିଳିଛି,ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକ ଖନ୍ତ ପଞ୍ଚାୟତ…
Read More...

 ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୪ର୍ଥ ପର୍ଯ୍ୟାୟ ମତଦାନ ସରିଲା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୪ର୍ଥ ପର୍ଯ୍ୟାୟ ମତଦାନ ସରିଲା | ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଶେଷ ପର୍ଯ୍ୟାୟ ୪ର୍ଥ ମତଦାନ ସାବ୍ୟସ୍ତ କାର୍ଯ୍ୟକ୍ରମ ଏଥିରେ ରାଇରଙ୍ଗପୁର…
Read More...