#Odianews ଘାଟିରୁ ଖସି ଜଳିଗଲା ଟ୍ରଲର୍ Odia News Jan 21, 2026 0 ଓଡ଼ିଆ ନ୍ୟୁଜ୍: ଘାଟିରୁ ଖସି ଜଳିଗଲା ଟ୍ରଲର୍; ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍। ଏନ୍ଏଚ୍-୨୬ ଶୁଙ୍କି ଘାଟି ଯୋଡ଼ିମାଦିଲିରେ ଟ୍ରଲର୍ ଦୁର୍ଘଟଣାଗ୍ରସ୍ତ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ନିଆଁ ଲିଭା କାର୍ଯ୍ୟ ଜାରି।… Read More...
#Odianews ରାଉରକେଲା ବିମାନ କ୍ରାସ୍ର ଛାତିଥରା କାହାଣୀ Odia News Jan 21, 2026 0 ଓଡ଼ିଆ ନ୍ୟୁଜ୍: ରାଉରକେଲା ବିମାନ କ୍ରାସ୍ର ଛାତିଥରା କହାଣୀ କହିଲେ ଉଦ୍ଧାର ଯାତ୍ରୀ।ମୁମ୍ବାଇରୁ ଚିକିତ୍ସିତ ହୋଇ ଫେରିବା ପରେ ସୁନିଲ ଅଗ୍ରୱାଲଙ୍କ ପ୍ରତିକ୍ରିୟା ‘ପାଇଲଟ୍ ବହୁତ ଚେଷ୍ଟା କରିଥିବାରୁ ଆମେ… Read More...
#Odianews ଟ୍ରେନିଂ ବେଳେ ଏକ ପୋଖରୀ ଭିତରେ ଖସି ପଡ଼ିଲା ବିମାନ Odia News Jan 21, 2026 0 ଓଡ଼ିଆ ନ୍ୟୁଜ୍: ପ୍ରୟାଗରାଜରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ। ଟ୍ରେନିଂ ବେଳେ ଏକ ପୋଖରୀ ଭିତରେ ଖସି ପଡ଼ିଲା ବିମାନ ଦୁଇ ପାଇଲଟ୍ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନାଉତ୍ତର ପ୍ରଦେଶର ପ୍ରୟାଗରାଜରେ ବଡ ଅଘଟଣ ।… Read More...
#Odianews ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଗାଁକୁ ହେବ ରାସ୍ତା: ରବି ନାଏକ Odia News Jan 21, 2026 0 ଓଡ଼ିଆ ନ୍ୟୁଜ୍: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ ରାସ୍ତା।ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସୂଚନା। 'ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ୍ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ'।ବଜେଟ୍… Read More...
#Odianews ହଟିବ ଡିଜେଲ୍ ଚାଳିତ ଆମ ବସ୍ : ମନ୍ତ୍ରୀ Odia News Jan 21, 2026 0 ଓଡ଼ିଆ ନ୍ୟୁଜ୍: ଡିଜେଲ୍ ଚାଳିତ ‘ଆମ ବସ୍’ ହଟେଇବାକୁ ସରକାରଙ୍କ ନିଷ୍ପତ୍ତି। ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ‘ଏଣିକି ରାସ୍ତାରେ ଗଡ଼ିବ କେବଳ ଇଭି ଆମ ବସ୍। ‘ଡିଜେଲ ବସ୍କୁ ଧିରେ ଧିରେ ସ୍କାର୍ପ… Read More...
#Odianews ବନ୍ଦ ହେବା ଭୁବନେଶ୍ଵରରୁ ଦୁବାଇ ଆନ୍ତର୍ଜାତୀୟ ବିମାନ ସେବା Odia News Jan 21, 2026 0 ଓଡ଼ିଆ ନ୍ୟୁଜ୍: ବନ୍ଦ ହେବା ଭୁବନେଶ୍ଵରରୁ ଦୁବାଇ ଆନ୍ତର୍ଜାତୀୟ ବିମାନ ସେବା । ନୂଆ ପାସେଞ୍ଜର ପାଇଁ ହେଉନି ବୁକିଂ। ମାର୍ଚ୍ଚ ୨୮ ପର ଠାରୁ ଦେଖାଉନି ଟିକେଟ ବୁକିଙ୍ଗ । ଯେଉଁଥିପାଇଁ ଆଶଙ୍କା କରାଯାଉଛି ଯେ ଦୁବାଇକୁ… Read More...
#Odianews ପଦ୍ମବେଶରେ ଦର୍ଶନ ଦେବେ ମହାବାହୁ Odia News Jan 21, 2026 0 ଓଡ଼ିଆ ନ୍ୟୁଜ୍: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ବର୍ଷକୁ ଥରେ ବଡ଼ସିଂହାର ନୀତିରେ ହୋଇଥାଏ ପଦ୍ମବେଶ।… Read More...
#Odianews ରାଜ୍ୟରୁ ଶୀତ ଗାୟବ Odia News Jan 20, 2026 0 ଓଡ଼ିଆ ନ୍ୟୁଜ୍: ରାତିରେ ଥରାଉଛି, ଦିନରେ ଜଳୁଛି।ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍ ସମୟରେ ଶୀତ ଲହରି ଜାରି ରହିଥିଲେ ମଧ୍ୟ ଦିନସାରା ବସନ୍ତ ଋତୁର ପବନ ନିଆରା ଅନୁଭବ ଦେଉଛି । ଆଞ୍ଚଳିକ… Read More...
#Odianews ବିଜାପୁରରେ ମାଓବାଦୀ ଏନକାଉଣ୍ଟର, ୬ ନିହତ Odia News Jan 20, 2026 0 ଓଡ଼ିଆ ନ୍ୟୁଜ୍: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ହାଡକୋର ମାଓବାଦୀ ନିହତ । ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଜଙ୍ଗଲରେ ଜବାନଙ୍କ ସହ ମୁହାଁ ମୁହିଁ ହୋଇଥିଲେ… Read More...
#Odianews ପାଳ ଗଦା ନିଆଁରେ ଜୀବନ୍ତ ଦଗ୍ଧ Odia News Jan 20, 2026 0 ଓଡ଼ିଆ ନ୍ୟୁଜ୍: ପାଳ ଗଦା ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ।ଲକ୍ ଥାନା ପିପ୍ପଳ ଗାଁରେ ପୋଡ଼ି ଗଲେ ମହିଳା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ। ମହିଳାଙ୍କ ବାପଘର ଲୋକ ଆଣିଲେ ହତ୍ୟା… Read More...