ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋବିନ୍ଦ ସାହୁଙ୍କ ପରିବାର

ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୋବିନ୍ଦ ସାହୁଙ୍କ ପରିବାର।ପ୍ରଦୀପ୍ତ କୁମାର ନାଏକଙ୍କ ସହ ଆସିଛନ୍ତି ଗୋବିନ୍ଦଙ୍କ ପରିବାର। ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରି ମୁଖ୍ୟମନ୍ତ୍ରୀ…
Read More...

ବୋଲିଂ କରିବ ଟିମ୍ ଇଣ୍ଡିଆ

ଓଡ଼ିଆ ନ୍ୟୁଜ୍: ଏସିଆ କପ୍ ୨୦୨୫ ଫାଇନାଲ୍‌ରେ ଭାରତ-ପାକିସ୍ତାନ ମୁହାଁମୁହିଁ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଫାଇନାଲ୍‌ ଲଢେଇ। ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ। ବ୍ୟାଟିଂ କରିବାକୁ…
Read More...

ପ୍ରଜ୍ଞାନ ଓଝା ସିଲେକ୍ଟର

ଓଡ଼ିଆ ନ୍ୟୁଜ୍: ଜାତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା।ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ। ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ…
Read More...

ମିଥୁନ ମାନହସ BCCI ସଭାପତି

ଓଡ଼ିଆ ନ୍ୟୁଜ୍: ମିଥୁନ ମାନହସ BCCIର ନୂଆ ସଭାପତି।BCCI ଏଜିଏମ୍‌ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ।ଜମ୍ମୁ-କାଶ୍ମୀରର ପ୍ରଥମ ବ୍ୟକ୍ତି ଭାବେ ପାଇଲେ BCCIର ସର୍ବୋଚ୍ଚ ପଦ। ରାଜୀବ ଶୁକ୍ଲା ଉପସଭାପତି, ଦେବଜିତ ସାଇକିଆ…
Read More...

କାହାକୁ ଶ୍ରୀମୟୀଙ୍କ ନେପୋଟିଜମ୍‌ ନିଶାନା

ଓଡ଼ିଆ ନ୍ୟୁଜ୍: ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ରଙ୍କ ‘ନେପୋଟିଜମ୍‌’ ନିଶାନା। ରାଜନେତାଙ୍କ ନାଁ ନ ନେଇଥିଲେ ବି ଅଣଦେଖା ନେଇ ରୋଷ ବଖାଣିଲେ। ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ବ୍ୟକ୍ତିଗତ ସମ୍ପର୍କକୁ…
Read More...

ମନ କି ବାତ କାର୍ଯ୍ୟକ୍ରମରେ ସହିଦ ଭଗତ ସିଂ ଓ ଲତା ମଙ୍ଗେସକରଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨୬ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ। ସହିଦ ଭଗତ ସିଂ ଓ ଲତା ମଙ୍ଗେସକରଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ। ସବୁ ରାକ୍ଷୀ ପୂର୍ଣ୍ଣିମାରେ ମୋ ପାଇଁ ଲତା ଦିଦି ରାକ୍ଷୀ…
Read More...

ତାମିଲନାଡୁ କରୁର ଦଳାଚକଟା ଘଟଣା, ୩୯ ମୃତ

ଓଡ଼ିଆ ନ୍ୟୁଜ୍: ତାମିଲନାଡୁ କରୁର ଦଳାଚକଟା ଘଟଣାରେ ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି । ପୃଥକ ପୃଥକ ହସ୍ପିଟାଲ୍‌ରେ ୯୫ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି । କେତେକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ସାଉଥ ଷ୍ଟାର ବିଜୟଙ୍କ…
Read More...

ଆଜିଠୁ ଚଳଚଞ୍ଚଳ ବିଭିନ୍ନ ପୂଜା ମଣ୍ଡପ

ଓଡ଼ିଆ ନ୍ୟୁଜ୍: ଆଜିଠୁ ଚଳଚଞ୍ଚଳ ବିଭିନ୍ନ ପୂଜା ମଣ୍ଡପ । ଆଜି ପୀଠରେ ସପ୍ତମୀ ଥିବା ବେଳେ ମଣ୍ଡପେ ଷଷ୍ଠୀ ପୂଜା ପାଳିତ ହେଉଛି । ବିଭିନ୍ନ ପୂଜା ମଣ୍ଡପରେ ବିରାଜିବେ ଦଶଭୁଜା । ମାଆଙ୍କୁ ଆବାହନ ପାଇଁ ସବୁଠି ପ୍ରସ୍ତୁତି ।…
Read More...

ସୁକତେଲ ନଦୀରେ ଯୁବକ ନିଖୋଜ

ଓଡ଼ିଆ ନ୍ୟୁଜ୍: ସୁକତେଲ ନଦୀରେ ଫଟାମୁଣ୍ଡା ଗାଁର ଯୁବକ ନିଖୋଜ।ଗାଧେଇବାକୁ ଯାଇଥିବା ବେଳେ ନିଖୋଜ ହୋଇ ଯାଇଛନ୍ତି ଯୁବକ। ଖୋଜାଖୋଜି କରୁଛନ୍ତି ଲରମ୍ୱା ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ।ଏହି ଖବର ପାଇ ଗ୍ରାମାବସୀ ଓ…
Read More...

ବିଜୟଙ୍କ ରାଲିରେ ଦଳାଚକଟା, ୩୦ ମୃତ!

ଓଡ଼ିଆ ନ୍ୟୁଜ୍: ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ରାଲିରେ ଦଳାଚକଟା। ୩୦ରୁ ଅଧିକ ମହିଳା ଓ ଶିଶୁଙ୍କ ମୃତ୍ୟୁ ଆଶଙ୍କା।ଗୁରୁତର ୩୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି, ମୃତ୍ୟୁସଂଖ୍ୟା ବଢିପାରେ।‘ତାମିଝାଗା ଭେଟ୍ରି କାଝଗମ୍’ (TVK)…
Read More...