ପୋଖରୀରୁ ଉଦ୍ଧାର ଦନ୍ତାର ମୃତ୍ୟୁ ଘଟଣା : ବ୍ୟବଛେଦ ବେଳେ ବାହାରିଲା ୪ ଇଞ୍ଚ ଲମ୍ବ ୨.୫ ଇଞ୍ଚ ଗୋଲେଇର ବୁଲେଟ୍

ସମ୍ବଲପୁର(ଓଡ଼ିଆ ନ୍ୟୁଜ୍‌): ସମ୍ବଲପୁରରେ ପୋଖରୀରୁ ଉଦ୍ଧାର ଦନ୍ତାର ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି । ପାଣିରେ ପଡ଼ି ହାତୀର ମୃତ୍ୟୁ ହୋଇନି ବରଂ କେନ୍ଦ୍ରାପାଟ ସଂରକ୍ଷିତ ଜଙ୍ଗଲରେ ଗଛ ଉପରୁ ଦନ୍ତାକୁ ଗୁଳି କରିଥିଲେ…
Read More...

ମୁଖ୍ୟମନ୍ତ୍ରୀ ମତେ ଭଲପାଆନ୍ତି, ମୁଁ ଏବେ ବି ବିଜେଡିରେ ଅଛି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର(ଓଡ଼ିଆ ନ୍ୟୁଜ୍‌): ଦୀର୍ଘଦିନର ବ୍ୟବଧାନ ପରେ  ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗୋପାଳପୁର ନିର୍ବାଚନ ମଣ୍ଡଳୀର ସିନ୍ଧିଗାଁଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା…
Read More...

ଖେଳୁଖେଳୁ ପାଣି ଭର୍ତ୍ତି ଖାଲରେ ପଡ଼ି ୪ ଶିଶୁ ମୃତ

କୋରାପୁଟ(ଓଡ଼ିଆ ନ୍ୟୁଜ୍‌): ସାଙ୍ଗଙ୍କ ସହ ଖେଳୁଖେଳୁ ପାଣି ଭର୍ତ୍ତି ଖାଲରେ ପଡ଼ି ଚାଲିଗଲା ୪ କୋମଳମତି ଶିଶୁଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ସଦର ଥାନା ମାଝିଗୁଡ଼ାରେ । ସୂଚନା ଅନୁସାରେ, ମାଝିଗୁଡ଼ାରେ…
Read More...

ଦ୍ରୌପଦୀଙ୍କୁ ସମର୍ଥନ ଦେବ ନାହିଁ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ରାଷ୍ଟ୍ରପତି ନିର୍ବାଚନରେ ଏନିଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ କଂଗ୍ରେସ । ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ଦଳର ମୁଖ୍ୟ ସଚେତକ…
Read More...

ୟୁକ୍ରେନ ପରେ ଏବେ ପୁଟିନଙ୍କ କ୍ରୁର ନଜରରେ ଲିଥୁଆନିଆ

ମସ୍କୋ: ୟୁକ୍ରେନ ପରେ ଏବେ ପୁଟିନଙ୍କ କ୍ରୁର ନଜରରେ ଲିଥୁଆନିଆ । ୟୁକ୍ରେନ ଭଳି ସ୍ଥିତି ଭୋଗିବାକୁ ଲିଥୁଆନିଆକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଛି ରୁଷ । କାଲିନିଗ୍ରାଦ୍ ପର‌୍ୟ୍ୟନ୍ତ ରୁଷର ଯାହା କିଛି ବି ସପ୍ଲାଇ ହୁଏ ତାହା…
Read More...

ପକ୍ଷୀ ଓ ସରିସୃପମାନଙ୍କ ପରି ପଥର ବି ଦେଉଛି ଅଣ୍ଡା, ଜାଣନ୍ତୁ କଣ କହୁଛନ୍ତି ବୈଜ୍ଞାନିକ…

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ପକ୍ଷୀ ଓ ସରିସୃପମାନଙ୍କ ପରି ପଥର ବି ଅଣ୍ଡା ଦିଏ । ଏକଥା ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ କଥାଟି ସତ। ଚାଇନାର ମାଇଣ୍ଟ ଗାଣ୍ଡୋ ଅଞ୍ଚଳରେ ପଥର ଅଣ୍ଡା ଦେଉଛି । ତାହା ପୁଣି…
Read More...

ବହୁ ଚର୍ଚ୍ଚିତ ଟୁଙ୍ଗର ଭୋଳ ଓ ବର୍ଷାଙ୍କ ପ୍ରେମ ବିବାଦ: ବାହା ହେବେନି କିନ୍ତୁ ପୂର୍ବଭଳି ସମ୍ପର୍କରେ ରହିବେ…

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ବହୁ ଚର୍ଚ୍ଚିତ ଟୁଙ୍ଗର ଭୋଳ ଓ ବର୍ଷାଙ୍କ ଲଭ ମିଷ୍ଟୀର ଦ ଏଣ୍ଡ ହୋଇଛି । ବାହା ହେବାକୁ ବାରଣ କରୁଥିବା ଟୁଙ୍ଗୁୁରୁଙ୍କ କଥାକୁ ମାନିନେଇଛନ୍ତି ପ୍ରେମିକା ବର୍ଷା। ସ୍ୱାମୀ ଓ ୨ପିଲାଙ୍କୁ ଛାଡି…
Read More...

GSAT-24 ସାଟେଲାଇଟର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଇସ୍ରୋ ଦ୍ୱାରା ନିର୍ମିତ ଜିସାଟ୍ -୨୪ ସାଟେଲାଇଟର ହେଲା ସଫଳ ଉତକ୍ଷେପଣ । ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନସିଆଇଏଲ୍ ) ପାଇଁ ଗୁରୁବାର ଫ୍ରାନ୍ସର କମ୍ପାନୀ ଏରିଆନସ୍ପେସ୍ ଦକ୍ଷିଣ ଆମେରିକାର…
Read More...

ଦିଲ୍ଲୀ ଅଭିମୁଖେ ଦ୍ରୌପଦୀ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଦିଲ୍ଲୀ ଯାତ୍ରା କରିଛନ୍ତି ଏନଡିଏ ରାଷ୍ଟପ୍ରତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏନେଇ ଭୁବନେଶ୍ୱର ବିମାନ ବନ୍ଦରରେ ପାରମ୍ପାରିକ ଆଦିବାସୀ ନାଚ ଗୀତରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।…
Read More...

ଭୁବନେଶ୍ବରରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍): ଭୁବନେଶ୍ବରରେ ପହଞ୍ଚିଛନ୍ତି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆଜି ଅପରାହ୍ନରେ ମୟୂରଭଂଜ ଜିଲ୍ଲା ରାଇରଂଗପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ ଶ୍ରୀମତୀ ମୁର୍ମୁ ।…
Read More...