କ୍ରୁଟର ୧୩ ନୂଆ ରୁଟ୍: ଏଣିକି କାକଟପୁର, ସାତପଡ଼ାକୁ ଗଡ଼ିବ ‘ମୋ ବସ୍’
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଜୁଲାଇ ୧ରୁ ‘ମୋ ବସ୍’ ୧୩ଟି ନୂଆ ରୁଟ୍ରେ ସେବା ପ୍ରଦାନ କରିବ। ଦୀର୍ଘ ଦିନରୁ ରହିଥିବା ଦାବି ଓ ଜନସାଧାରଣଙ୍କ ଚାହିଦା ଆଧାରରେ କ୍ରୁଟ୍…
Read More...
Read More...