ଗିରଫ ହେବାପରେ କେତେ ନମ୍ବର ସେଲ୍‌ରେ ରହୁଛନ୍ତି ସିଦ୍ଦୁ ଜାଣନ୍ତୁ…

ଚଣ୍ଡିଗଡ଼(ଓଡ଼ିଆ ନ୍ୟୁଜ୍‌): ରୋଡ଼ରେଜ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ ଯାଇଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଦୁ । ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲରେ ରଖାଯାଇଛି।…
Read More...

ସାବଧାନ୍‌! ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି ମାଙ୍କଡ଼ ପଲ

ପାରାଦୀପ(ଓଡ଼ିଆ ନ୍ୟୁଜ୍‌): ସାବଧାନ୍‌! ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି ମାଙ୍କଡ଼ ପଲ । ଏଭଳି ଆତଙ୍କ ଦେଖାଦେଇଛି ଜଗତସିଂହପୁର ଜିଲ୍ଲାରେ । ଗତ ୩ ଦିନ ମଧ୍ୟରେ କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଆକ୍ରମଣରେ…
Read More...

ଲଡ଼ୁବାବାଙ୍କ ମନ୍ଦିର ସାମ୍ନାରେ ୩ ବର୍ଷର ଶିଶୁ ଉପରେ ଚଢିଗଲା ଟ୍ରକ୍‌

ନୟାଗଡ(ଓଡ଼ିଆ ନ୍ୟୁଜ୍‌): ନୟାଗଡ଼ ଶରଣକୁଳ ଲଡୁବାବାଙ୍କ ମନ୍ଦିର ସାମ୍ନାରେ ଅଭାବନୀୟ ଘଟଣା । ରାସ୍‌ତା ପାରି ବେଳେ ଶିଶୁ ଉପରେ ଚଢିଗଲା ଚାଉଳ ବୋଝେଇ ଟ୍ରକ୍ । ଫଳରେ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଶିଶୁର ବୟସ ୩…
Read More...

ବିଦେଶରେ ନମୋଙ୍କୁ ନିଶାନାକଲେ ରାହୁଲ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଜନସାଧାରଣଙ୍କ ସୁଖ ଦୁଃଖ ବୁଝିବା ଓ ସୁବିଧା ଅସୁବିଧାରେ ଠିଆ ହେବା ଜଣେ ଶାସକର ନୈତିକ କର୍ତ୍ତବ୍ୟ। ହେଲେ ଆମ ଦେଶରେ ଏହା ବ୍ୟତିକ୍ରମ । ଆମ ଦେଶର ପ୍ରଧାନମନ୍ତ୍ରୀ ମୋଦିଜୀ କାହାରି କଥା ଶୁଣନ୍ତି…
Read More...

ମଙ୍କି ପକ୍ସ ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ: ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ୟୁରୋପୀୟ ଦେଶରେ ମଙ୍କି ପକ୍ସ ଚିହ୍ନଟ ପରେ ଅନ୍ୟସବୁ ଦେଶରେ ଏନେଇ ସତର୍କତା ଜାରି କରାଗଲାଣି । ବିଶେଷ କରି ଭାରତରେ ଏଥି ପାଇଁ ସ୍ପେଶାଲ ଆଡଭାଇଜରି ଜାରି ହୋଇଛି । ତେବେ ଏନେଇ ଆଡଭାଇଜରି ଜାରି…
Read More...

ବଲିଉଡରେ ଏଣ୍ଟ୍ରି ମାରିଲେ ଆଉ ଜଣେ ଷ୍ଟାର୍ କିଡ୍, ଖୁବ୍‌ଶୀଘ୍ର ନଜର ଆସିବେ ବଡ଼ ପରଦାରେ

ମୁମ୍ବାଇ (ଓଡ଼ିଆ ନ୍ୟୁଜ୍ ): ବଲିଉଡ୍‌ରେ ଏଣ୍ଟ୍ରି ମାରିଲେ ଆଉ ଜଣେ ଷ୍ଟାର୍ କିଡ୍ । ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ପୂନମ୍ ଢିଲୋଁଙ୍କ ଝିଅ ପାଲୋମା । ସୂରଜ ବଡ଼ଜାତ୍ୟାଙ୍କ ଅପ୍‌କମିଙ୍ଗ…
Read More...

ସନ୍ଧ୍ୟାରେ କ୍ୟାପିଟାଲ୍ସ ଓ ଇଣ୍ଡିଆନ୍ସ କଡ଼ା ଟକ୍କର୍‌, ଦିଲ୍ଲୀ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍ ): ଆଇପିଏଲରେ ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଆଜିର ଏହି ମ୍ୟାଚ୍ ଶେଷ ପରେ ପ୍ଲେ- ଅଫ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଯିବ । ଦିଲ୍ଲୀ…
Read More...

ବକେୟା ଅର୍ଥ ନଦେବାରୁ ମାର୍କେଟ ବିଲ୍ଡିଂର ୩୧ ଦୋକାନ ସିଲ୍

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍ ): ବକେୟା ଅର୍ଥ ନଦେବାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂର ୩୧ ଦୋକାନକୁ ସିଲ କରିଛି ରାଜଧାନୀ ପୂଜା ସମିତି । ସାଢେ଼ ତିନି କୋଟି ଟଙ୍କା ଘର ଭଡ଼ା ବକେୟା ଟଙ୍କା ପୈଠ କରିନଥିବାରୁ ସିଲ୍ କଲା…
Read More...

କମିଶନରେଟ ପୋଲିସ ପଞ୍ଝାରେ ୨ ଠକ, ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକିଥିଲେ ୩୨ ଲକ୍ଷ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍ ): ମେଡିକାଲ କଲେଜ ସିଟ୍ କରେଇଦେବା କହି ଠକିଥିବା ଦୁଇ ଠକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଅଭିମନ୍ୟୁ କୁମାର ସିଂ ଓ ସୁଗତ ଚୌଧୁରୀ ବୋଲି ଜଣାପଡ଼ିଛି । ମେ ୫ରେ…
Read More...

ବଡ଼ ବିପତ୍ତିର ସାମ୍ନା କରୁଛି ଭାରତ, ସତ ହେବ କି ମାଳିକା ବଚନ ?

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍ ): ପୂର୍ବରୁୂ ଭାରତ ବିଷୟରେ ମାଳିକାରେ ଭବିଷ୍ୟ କରାଯ୍ଧବଥିବା କଥା ସତ ହେବାକୁ ଯାଉଛି ମାଳିକା ବଚନ। ଧିରେ ଧିରେ ଦେଶ ଉପରକୁ ମାଡ଼ିଆସିଲାଣି ବିପଦ ପରେ ବିପଦ। କେତେବେଳେ ପ୍ରକୃତି ତାର କରାଳ ରୂପ…
Read More...