କାମ ଦେଲାନି ବିଜୁ ସ୍ୱାସ୍ଥ୍ୟ କାର୍ଡ, ଚିକିତ୍ସା ନପାଇ ଶେଷରେ ଜୀବନ ହାରିଲେ କ୍ୟାନ୍ସର ପୀଡ଼ିତ

ଜଗତସିଂପୁର (ଓଡ଼ିଆ ନ୍ୟୁଜ୍‌): ପ୍ରହସନ ପାଲଟିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ। କାର୍ଡକୁ ଭରଷାକରି ଚିକିତ୍ସା ନପାଇ ଶେଷରେ ଜୀବନ ହାରିଲେ କ୍ୟାନ୍ସର ପୀଡ଼ିତ । ଜଗତସିଂପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ଗ୍ରାମର କ୍ୟାନସର୍…
Read More...

ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ସ୍କୁଲରେ ଅଲିମ୍ପିକ୍ସ ଶିକ୍ଷା ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ଏଣିକି ପାଠଶାଳାରୁ ଆରମ୍ଭ ହେବ ଅଲିମ୍ପିକ୍ସ ପ୍ରସ୍ତୁତି । ସ୍କୁଲ ଛାତ୍ରଛାତ୍ରୀ ଶିଖିବେ ଅଲିମ୍ପିକ୍ସ ଶିକ୍ଷା । ଦେଶର ପ୍ରଥମ ରାଜ୍ୟ…
Read More...

ଆଗାମୀ ୨୦-୩୦ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବ ବିଜେପି: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଆଗାମୀ ୨୦-୩୦ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବ ବିଜେପି, ବିଜେପିକୁ ହରାଇବା ଖୁବ୍ କଠିନ ହୋଇଯିବ ବିରୋଧିଙ୍କୁ । ଏଭଳି ଭବିଷ୍ୟ ଆକଳନ କରିଛନ୍ତି ନିର୍ବାଚନ ରଣନୀତିକାର ଭାବେ ଜଣାଶୁଣା…
Read More...

ପାକିସ୍ତାନୀ କଣ୍ଠଶିଳ୍ପୀଙ୍କ ସଙ୍ଗୀନ ଅଭିଯୋଗ, ଗୀତ ଚୋରିକରିଛନ୍ତି କରଣ ଜୋହର

ମୁମ୍ବାଇ(ଓଡ଼ିଆ ନ୍ୟୁଜ୍‌): କରଣ ଜୋହରଙ୍କ ‘ଧର୍ମା ପ୍ରଡକ୍ସନ’ର ଫିଲ୍ମ ‘ଯୁଗ ଯୁଗ ଜିଓ’ ଟ୍ରେଲର୍ ଲଞ୍ଚ୍ ହେବା ପରେ ଚଳଚ୍ଚିତ୍ରଟିକୁ ନେଇ ବିବାଦ ଦେଖାଦେଇଛି । ଏହି ଫିଲ୍ମର ଟ୍ରେଲର୍ରେ ଫିଲ୍ମଟିର ଏକ ଗୀତ ‘ନାଚ୍…
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ୍‌, ମୁଁ ଜଣେ ହିନ୍ଦୁ ଚାହିଁଲେ ଗୋ’ ମାଂସ ଖାଇପାରିବି

ବେଙ୍ଗାଲୁରୁ(ଓଡ଼ିଆ ନ୍ୟୁଜ୍‌): କର୍ଣ୍ଣାଟକର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସି. ସିଦ୍ଧରମୈୟା୍‌ଙ୍କ ବିବାଦୀୟ ବୟାନ୍‌। ମୁଁ ଜଣେ ହିନ୍ଦୁ ଚାହିଁଲେ ଗୋ’ ମାଂସ ଖାଇପାରିବି । ଯାହାକୁ ନେଇ ଏବେ ଚାରିଆଡ…
Read More...

କଂଗ୍ରେସ ଅନ୍ତଃକନ୍ଦଳକୁ ଉଗ୍ର କରିବ ରାଜ୍ୟସଭା ନିର୍ବାଚନ, ଗୋଟିଏ ଆସନ ପାଇଁ ଏକାଧିକ ଆଶାୟୀ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଖୁବ୍ ଶିଘ୍ର ଖାଲି ହେବ ଦେଶର ୧୫ଟି ରାଜ୍ୟର ୫୭ ରାଜ୍ୟସଭା ଆସନ । ଏଥିପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା…
Read More...

ଆସିଲା ଇମୋସନାଲ୍ ଅନୁଭବଙ୍କ ପାର୍ଟ-୩ ଭିଡିଓ: କେସରେ ଜଣେ ଜିତିବ ଜଣେ ହାରିବ ହେଲେ ଜୀବନ ଜିତି ହେବନି

କଟକ(ଓଡ଼ିଆ ନ୍ୟୁଜ୍‌): ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଦାମ୍ପତ୍ୟ କଳହ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ଦୀର୍ଘଦିନର ନୀରବତା ପରେ ପ୍ରଥମେ ଅନୁଭବ ଏକ ଭିଡିଓ ଜାରି ସୋସିଆଲ ମିଡିଆରେ ସଫେଇ…
Read More...

ଆଜିଠୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ

ଭୁବନେଶ୍ଵର(ଓଡ଼ିଆ ନ୍ୟୁଜ୍‌): ଆସନ୍ତା ଜୁଲାଇ ପହିଲାରେ ଖାଲି ହେବ ଓଡ଼ିଶାର ୩ ରାଜ୍ୟସଭା ଆସନ । ସାଂସଦ ପ୍ରସନ୍ନ ଆଚାର‌୍ୟ୍ୟ, ଏନ୍. ଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ କାର‌୍ୟ୍ୟକାଳ ସରିବ ସରିବ। ତେବେ ଏହି ୩ଟି ଆସନ…
Read More...

ଆଜି ଗୁଜୁରାଟ୍ ଟାଇଟନ୍ସ-ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ଫାଇଟ୍

ମୁମ୍ବାଇ(ଓଡ଼ିଆ ନ୍ୟୁଜ୍‌): ଶେଷ ହୋଇଛି ଚଳିତ ଆଇପିଏଲର ଲିଗ୍ ପର‌୍ୟ୍ୟାୟ । ଆଜିଠୁ ଆରମ୍ଭ ହେବ ପ୍ଲେ-ଅଫ୍ ରାଉଣ୍ଡ । ଇଡେନ୍ ଗାର୍ଡେନରେ ଆଜି ଗୁଜୁରାଟ୍ ଟାଇଟନ୍ସ-ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ଫାଇଟ୍ ହେବ । ବିଜୟୀ ଦଳ…
Read More...

ଖାରଜ ହେଲା ଜଗଦ୍ଦେବଙ୍କ ଜାମିନ, ଜେଲ ଗଲେ ଚିଲିକା ବିଧାୟକ

ଚିଲିକା(ଓଡ଼ିଆ ନ୍ୟୁଜ): ବାଣପୁର କୋର୍ଟରେ ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ । ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ଜେଲ ଯାଇ ଅନ୍ତରୀଣ ଜାମିନରେ ଥିଲେ ଜଗଦ୍ଦେବ । କୋର୍ଟ ରାୟ ଶୁଣାଣିରେ…
Read More...