ଖୁବ ଶୀଘ୍ର ବଡ ପରଦା କୁ ଆସିବ ‘ଭୂଲ ଭୂଲେୟା ୨’

0

ଭୂଲ ଭୂଲେୟା ୨’ ହେଉଛି ହିନ୍ଦୀ କମେଡି ହରର୍ ଫିଲ୍ମ ଯାହା ଆନିସ୍ ବାଜମିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ । 2007 ରେ ଅକ୍ଷୟ କୁମାର ଙ୍କ ଅଭିନିତ ବହୁ ଵିଖ୍ୟାତ ମାନସିକ ହରର କମେଡି ଚଳଚ୍ଚିତ୍ର ଭୂଲ ଭୂଲେୟା ର ସିକ୍ୱେଲ୍ | ‘ଭୂଲ ଭୂଲେୟା ୨’ ର ସୁଟିଂ ଆରମ୍ଭ ହୋଇଛି ଯେଉଁଥିରେ କାର୍ତ୍ତିକ ଆରିୟନ,କିଆରା ଆଡଭାନି ଏବଂ ତବୁ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। କାର୍ତ୍ତିକ ତାଙ୍କ ଇନଷ୍ଟାଗ୍ରାମରେ ‘ଭୂଲ ଭୂଲେୟା ୨’ ର ସେଟରୁ ତବୁଙ୍କ ସହ ଏକ ସେଲଫି ଚିତ୍ର ସେୟାର କରି ଲେଖିଛନ୍ତି ଯେ ପୁନର୍ବାର ଆରମ୍ଭ ହେବାକୁ ଯାଉଛି ‘ଭୂଲ ଭୂଲେୟା ୨’ |

Leave A Reply

Your email address will not be published.