ବିଜେପିର ରାଜ୍ୟ କାର୍ଯ୍ୟକାରୀଣୀ: ମୋଦି ଦେଇଥିବା ୨ ସୂତ୍ରୀ ମନ୍ତ୍ରନେଇ ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତି…

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଦେଇଥିବା ୨ ସୂତ୍ରୀ ମନ୍ତ୍ରନେଇ ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତି।

୧. ତୃଣ ମୂଳ ସ୍ତରରୁ ଦଳର ସଂଗଠନକୁ ମଜବୁତ, ବୁଥକୁ ତିନି ମାସ ଭିତରେ ସକ୍ରିୟ କରିବା, ମଣ୍ଡଳୱାରୀ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି, କେନ୍ଦ୍ର ଯୋଜନା ଲୋକଙ୍କ ପାଖକୁ ପହଂଚାଇବେ, ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଯାକ କରି ନେଉଥିବା କଥା ଲୋକଙ୍କୁ କହିବେ…

୨. ଓଡିଶା ସରକାର ବିରୁଦ୍ଧରେ ରାଜନୈତିକ ଲଢେଇ କରିବ ଦଳ | ଆବାସ ଯୋଜନା ଲାଗି ଆନ୍ଦୋଳନ ହେବ | ମାଗଣା ଚାଉଳ ପ୍ରସଙ୍ଗରେ ରାଜ୍ୟ ସରକାର କରିଥିବା ଚଞ୍ଚକତା ବିଷୟରେ ଲୋକଙ୍କୁ ଅବଗତ କରାଇବ | ଘରକୁ ଘର ଯାଇ ଲୋକଙ୍କୁ ବୁଝାଇବ ଦଳ…

ଏହାସହ…
• ଗାଁ ଗାଁ କୁ ବିଜେପି ନେବ ଏସଏଚଏଜି ସତ | ଏସଏଚଜିଙ୍କୁ କେନ୍ଦ୍ର ଋଣ ପ୍ରଦାନଶହ ସୁଧ ଛାଡ଼ କରୁଛି କିନ୍ତୁ ବାଃ ବାଃ ନଉଚି ରାଜ୍ୟ ସରକାର…
• ମାଗଣା ଚାଉଳ ଏବଂ ଆବସ ଭଳି କେନ୍ଦ୍ରୀୟ ଯୋଜନାର ହାଇଜ୍ୟାକ ପ୍ରସଙ୍ଗକୁ କରିବ ପ୍ରମୁଖ ମୁଦ୍ଦା
• ରାଜନୀତିର ଅପରାଧୀକରଣକୁ ପର୍ଦ୍ଧାଫାସ କରିବ ବିଜେପି
• ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ଅସୁରକ୍ଷିତ ପ୍ରସଙ୍ଗ ନେଇ ରାଜ ରାସ୍ତାରେ ଲଢେଇ କରିବ ବିଜେପି
• ମଣ୍ଡି ଅବ୍ୟବସ୍ଥା ଓ ଚାଷୀ ସମସ୍ୟାକୁ ଗୁରୁତ୍ୱ ଦେବ ଦଳ

Leave A Reply

Your email address will not be published.