Browsing Category

National

ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ ପରଲୋକ, ଚନ୍ଦ୍ରଯାନ-୩ ଲଞ୍ଚର କାଉଣ୍ଟଡାଉନର କରିଥିଲେ ଘୋଷଣା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚନ୍ଦ୍ରଯାନ-୩ ଲଞ୍ଚର କାଉଣ୍ଟଡାଉନର ଘୋଷଣା କରିଥିବା ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ ପରଲୋକ।  ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ବୈଜ୍ଞାନିକ ବାଲାରମାତି । ଚନ୍ଦ୍ରଯାନ-୩ ଲଞ୍ଚ ସମୟରେ…
Read More...

ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆଗତହୋଇପାରେ ମହିଳା ସଂରକ୍ଷଣ ବିଲ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ସବୁ କଳ୍ପନା ଜଳ୍ପନା ମଧ୍ୟରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲକୁ ସେପ୍ଟେମ୍ବର ୧୮-୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଆଗତ କରାଯିବ ବୋଲି ସମ୍ଭାବନା ଦେଖାଦେଇଛି। …
Read More...

ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ବାନ୍ଧିଲା ଇଡି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ବାନ୍ଧିଲା ଇଡି । ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚରା ପରେ ନରେଶ ଗୋୟଲ ଗିରଫ ହୋଇଛନ୍ତି । କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କାର ରୁଣ ଠକେଇ ମାମଲାରେ…
Read More...

ଶ୍ରୀହରିକୋଟାରୁ ସଫଳତାର ସହ ଲଞ୍ଚ୍ ହେଲା ଆଦିତ୍ୟ L1

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଆଉ ଏକ ବଡ଼ ଇତିହାସ ରଚିବା ଲକ୍ଷରେ ଭାରତ। ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡରୁ ସଫଳତାର ସହ ଲଞ୍ଚ୍ ହେଲା ଆଦିତ୍ୟ L1 ପୂର୍ବ ନିର୍ଦ୍ଦାରିତ ସମୟରେ ସଫଳତା ପୂର୍ବକ ସୋଲାର ମିଶନକୁ ଉତ୍‌କ୍ଷେପଣ…
Read More...

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କଲେ କେନ୍ଦ୍ର ସରକାର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କଲେ କେନ୍ଦ୍ର ସରକାର। ଏଥିପାଇଁ ଆଜି କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ  ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି…
Read More...

ପୂର୍ବତନ ଆରଜେଡି ସାଂସଦଙ୍କୁ ଆଜୀବନ କାରାଦଣ୍ଡ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ । ୧୯୯୫ରେ ହୋଇଥିବା ଡବଲ ମର୍ଡର କେସର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ,…
Read More...

କମିଲା କମର୍ସିଆଲ ସିଲିଣ୍ଡର ଦର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କମିଲା କମର୍ସିଆଲ ସିଲିଣ୍ଡର ଦର । ୧୯କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ ପାଇଛି । ଦର ହ୍ରାସ ପାଇବା ପରେ ୧୯ କିଲୋ ବାଣିଜ୍ୟିକ ସିଲିଣ୍ଡର ଦାମ ୧୫୨୨ ଟଙ୍କା ହୋଇଛି । ଏହା…
Read More...

ସଂସଦର ବିଶେଷ ଅଧିବେଶନ ଡାକିଲେ କେନ୍ଦ୍ର ସରକାର

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ହଠାତ୍‌ ୫ ଦିନିଆ ସଂସଦର ବିଶେଷ ଅଧିବେଶନ ଡାକିଲେ କେନ୍ଦ୍ର ସରକାର । ସେପ୍ଟେମ୍ବର ୧୮ରୁ ୨୨ ଯାଏ ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନ ବସିବ। ଏହା ପଛର କାରଣ ଜଣାପଡ଼ିନାହିଁ। କିନ୍ତୁ ସଂସଦୀୟ…
Read More...

ଥମୁନି ମଣିପୁର ହିଂସା, ୧୨ଘଣ୍ଟାରେ ଦୁଇ ମୃତ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ମଣିପୁର ହିଂସାକାଣ୍ଡ ଥମିବାର ନାଁ’ ଧରୁନି । ପୁଣି ଥରେ ଗୁଳି ବିନିମୟ ଘଟିଛି ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମଣିପୁରରେ ଏହି ଘଟଣା ଗତ ୧୨ଘଣ୍ଟା ମଧ୍ୟରେ ଘଟିଛି। ଏହା ବ୍ୟତୀତ…
Read More...

ଖୁବଶୀଘ୍ର ବଜାରକୁ ଆସିବ ମ୍ୟାଲେିରଆ ଭ୍ୟାକ୍‌ସିନ, ସାଇରସ୍‌ ପୁନାଓ୍ବାଲାଙ୍କ ଘୋଷଣା

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଖୁବଶିଘ୍ର ବଜାରକୁ ଆସିବ ମ୍ୟାଲେରିଆ ଭ୍ୟାକ୍ସିନ । ଏନେଇ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ)ର ପରିଚାଳନା ନିର୍ଦ୍ଦେଶକ ସାଇରସ୍‌ ପୁନାଓ୍ବାଲା ଘୋଷଣା କରିଛନ୍ତି। ଏହି…
Read More...