Browsing Category

National

ଆମେରିକାର ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼: ୨ ଲକ୍ଷ ଲୋକ ପ୍ରଭାବିତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୟଙ୍କର ସାମୁଦ୍ରିକ ଝଡ଼ରେ ଅସ୍ତବ୍ୟସ୍ତ ଆମେରିକା । ଆମେରିକାର ଫ୍ଲୋରିଡାରେ ଆଜି ଭୟଙ୍କର ସାମୁଦ୍ରିକ ଝଡ଼ ଲୋକଙ୍କ ପାଇଁ ବିପର୍ୟ୍ୟୟ ଆଣିଛି। ଇଡାଲିଆ ନାମକ ଏହି ହରିକେନ କ୍ୟାଟେଗୋରି-୩ ବର୍ଗରେ…
Read More...

ଅକ୍ଟୋବରରେ ଚୀନ୍ ଗସ୍ତ କରିବେ ପୁଟିନ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୀର୍ଘ ଦେଢ ବର୍ଷରୁ ଉଦ୍ଦ୍ୱର୍ ସମୟ ଧରି ଋଷ ଆଉ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଋଷକୁ ଚାଇନା ସମର୍ଥନ କରୁଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି ଯେ, ରୁଷ୍…
Read More...

ବର୍ଷକ ମଧ୍ୟରେ ଆସିବ ଡେଙ୍ଗୁ ଟିକା: ସାଇରସ୍ ପୁନାୱାଲା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଚର୍ଚ୍ଚାରେ ସେରମ ଇନଷ୍ଟିଚ୍ୟୁଟ୍ । କରୋନା ଟିକା ପ୍ରଥମେ ବାହାର କରିଥିବା ସେରମ ଇନଷ୍ଟିଚ୍ୟୁଟ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏବେ ଡେଙ୍ଗୁ ଟିକା ମଧ୍ୟ ସେରମ ଇନଷ୍ଟିଚ୍ୟୁଟ୍ ଆରମ୍ଭ କରିବ ।…
Read More...

୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ: ସେପ୍ଟେମ୍ବର ଶେଷ ସୁଦ୍ଧା ଘୋଷଣା ହୋଇପାରେ ତାରିଖ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାଖେଇ ଆସିଲାଣି ୨୦୨୪ ସାଧାରଣ ନିର୍ବାଚନ । ଏଥିପାଇଁ ସରଗରମ ହେଲାଣି ଜାତୀୟ ରାଜନୀତି । ଏହାପୂର୍ବରୁ ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ସେଥିପାଇଁ ରାଜନୈତିକ ଦଳଗୁଡ଼ିକ ସହିତ…
Read More...

କମିବ ପେଟ୍ରୋଲ ଡିଜେଲ ଦର !

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜିଠୁ  କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇଛନ୍ତି। ସାଧାରଣ ଖାଉଟି ଏହି ଘୋଷଣାକୁ ନେଇ ଖୁସି ଥିବାବେଳେ ବିରୋଧୀମାନେ କହୁଛନ୍ତି ଯେ ଏଲପିଜି ଦର ଆହୁରି କମିବାର ଥିଲା ।…
Read More...

ମିଶନ ସୂର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ପୁଣି ଇସ୍ରୋ ଆରମ୍ଭ କରିବାକୁ ଯାଉଛି ସୂର୍ଯ୍ୟ ମିଶନ । ସେପ୍ଟେମ୍ବର ୨ ତାରିଖରେ ଅର୍ଥାତ୍ ଆସନ୍ତା ଶୁକ୍ରବାର ଭାରତ ତାର ସୂର୍ୟ୍ୟ ଅଭିଯାନ ଆରମ୍ଭ କରିବ । ସେଥିପାଇଁ…
Read More...

ଅକ୍ଟୋବର ୨ରେ ନୂଆ ପାର୍ଟି ଘୋଷଣା କରିବେ ପ୍ରଶାନ୍ତ କିଶୋର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସକ୍ରିୟ ରାଜନୀତିରେ ପାଦ ଥାପିବେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଗଠନ କରିବେ ନୂଆ ଦଳ । ୧୧ ମାସ ଧରି ବିହାରର ଗାଁ ଗାଁ ବୁଲି ପଦଯାତ୍ରା କରୁଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ…
Read More...

ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ବିରୋଧରେ ମାମଲା ରୁଜୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଢିଲା କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ଅଡୁଆ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତାଙ୍କ ବିରୋଧରେ ମାମଲା…
Read More...

ପୁଣି ଆସାମରେ ଭୟଙ୍କର ବନ୍ୟା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଆସାମରେ ଭୟଙ୍କର ହେଲା ବନ୍ୟା ପରିସ୍ଥତି । ଉତ୍ତର ପୂର୍ଵାଞ୍ଚଳରେ ପ୍ରଵଳ ଵର୍ଷା କାରଣରୁ ଆସାମରେ ଵନ୍ୟା ପପରିସ୍ଥିତି ଉପୁଜିଛି । ୨୧ଟି ଜିଲ୍ଲା ଭୟଙ୍କର ଵନ୍ୟାରେ ପ୍ରଭାଵିତ ହୋଇଛି ।…
Read More...

ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଲା ପ୍ରଜ୍ଞାନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରର ସଫଳ ଅବତରଣ ପରେ ରୋଭର ପ୍ରଜ୍ୟାନ ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରୁଛି । ଏହାରି ଭିତରେ ଚନ୍ଦ୍ରାୟନ ୩ ମିଶନର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍‌…
Read More...