Browsing Category

National

ବିଜୁଳି ସଙ୍କଟକୁ ନେଇ ସରକାରଙ୍କୁ ଘେରିଛନ୍ତି ସିଦ୍ଧୁ, କିନ୍ତୁ ନିଜେ ଦେଇନାହାନ୍ତି ୮.୬୭ ଲକ୍ଷର ବିଲ୍ !

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ସାମ୍ନାକୁ ଆସିଛି । ଦୁହିଁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଏହାରି ମଧ୍ୟରେ ପଞ୍ଜାବରେ…
Read More...

ପ୍ରତିଷ୍ଠା ଦିବସରେ ପିଏମ୍ କେୟାର୍ସକୁ ୬୨ କୋଟି ଦେଲା ଏସବିଆଇ

ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ୬୬ତମ ପ୍ରତିଷ୍ଠା ଦିବସରେ ବ୍ୟାଙ୍କ ପକ୍ଷରୁ ପିଏମ୍ କେୟାର୍ସ ଫଣ୍ଡ ଉଦ୍ଦେଶ୍ୟରେ ୬୨.୬୨ କୋଟି ଟଙ୍କା ପ୍ରଦାନ…
Read More...

ସୋସିଆଲ୍ ମିଡିଆର ରାୟଠୁ ଦୂରେଇ ରୁହନ୍ତୁ ଜଜ୍, ପରାମର୍ଶ ଦେଲେ ପ୍ରଧାନ ବିଚାରପତି

ବିଚାରପତିମାନେ ସାଧାରଣ ଲୋକଙ୍କ ଭାବନାତ୍ମକ ରାୟ ଠାରୁ ଦୂରେଇ ରହିବା ଆବଶ୍ୟକ । ସୋସିଆଲ୍ ମିଡିଆରେ ସାଧାରଣ ଜନତା ଦେଉଥିବା ମତ ଓ ନିଷ୍ପତ୍ତିଠାରୁ ଜଣେ ବିଚାରପତି ନିଜକୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଭାବେ ବିଚାର କରିବା ଦରକାର…
Read More...

ସବୁଦିନ ପାଇଁ ବନ୍ଦ ହୋଇଯିବ ଗୋଆର ପ୍ରସିଦ୍ଧ TITO’S କ୍ଲବ୍, ବିକ୍ରି ପାଇଁ କରାଗଲା ଘୋଷଣା

ଭାରତବର୍ଷରେ ଗୋଆ ହେଉଛି ଏକ ପ୍ରସିଦ୍ଧ ଭ୍ରମଣସ୍ଥଳ । ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ଗୋଆ ବୁଲିବାକୁ ଯିବା ସମୟରେ ପ୍ରସିଦ୍ଧ ନାଇଟ୍ କ୍ଲବ ଟିଟୋକୁ ଯାଇ ଆନନ୍ଦ ଉଠାଇ ଥାଆନ୍ତି । ତେବେ ପର୍ଯ୍ୟଟନ ପ୍ରିୟ ଅନେକ ଲୋକଙ୍କ…
Read More...

ଆଜି ପୁଣି ଜମ୍ମୁରେ ଉଡ଼ିଲା ଅଜ୍ଞାତ ଡ୍ରୋନ୍, ହିନ୍ଦୁସ୍ତାନକୁ ଘେରିବାକୁ ଚାଲିଛି ଷଡ଼ଯନ୍ତ୍ର

ଜମ୍ମୁରେ ଡ୍ରୋନ୍ ଉଡ଼ିବା କିଛିଦିନ ଧରି ଏକ ସାମାନ୍ୟ ଘଟଣା ହୋଇଗଲାଣି । ଆଜି ସକାଳୁ ଜମ୍ମୁର କୁଞ୍ଜୱାନି ଏୟାର ଫୋର୍ସ ସିଗନାଲ ଉପରେ ଦୁଇଟି ଅଜ୍ଞାତ ଡ୍ରୋନ ଉଡ଼ୁଥିବାର ଦେଖାଯାଉଥିଲା । ଏହି ଘଟଣା ପରେ ଜମ୍ମୁ ଏୟାରବେସ…
Read More...

ଆଜିର ମୁଖ୍ୟ ଖବର

1- ଜୁଲାଇ ଗାଇଡଲାଇନ୍ସରେ ସଂକ୍ରମିତ ଜିଲ୍ଲାରେ କଡା ନିୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ 2- କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ – ଜୁଲାଇ ୧୬ ପର୍ଯ୍ୟନ୍ତ ଉଚ୍ଛେଦ, ନିର୍ମାଣ ଓ ଭଙ୍ଗା…
Read More...

ଭାରତକୁ ଆସିବ ମଡର୍ଣ୍ଣା ଟିକା!

ଖୁବ୍ ଶୀଘ୍ର ଦେଶକୁ ଆଉ ଏକ କରୋନା ବିରୋଧୀ ଟିକା ମିଳିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ମଡର୍ଣ୍ଣା ଟିକା ପାଇଁ ଆବେଦନ କରିଛି ଔଷଧ ନିର୍ମାତା କମ୍ପାନୀ ସିପଲା । ଟିକାର ଆମଦାନୀ ପାଇଁ ସିପଲା ଆଜି ଡିସିଜିଆଇଙ୍କ…
Read More...

ନିର୍ମଳାଙ୍କ ଆର୍ଥିକ ପ୍ୟାକେଜ୍: ପର୍ଯ୍ୟଟନ ଓ ପର୍ଯ୍ୟଟକଙ୍କୁ ସରକାରଙ୍କ ଗୁରୁତ୍ୱ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆଉ ଏକ ଅର୍ଥନୈତିକ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ମେ ମାସରୁ ନଭେମ୍ବର ମାସ ଯାଏଁ ମାଗଣା ଚାଉଳ ଓ ଗହମ ପ୍ରଦାନ କରାଯିବାକୁ ଘୋଷଣା…
Read More...

ଆସିଲା ଖୁସି ଖବର, ଶସ୍ତା ହୋଇଗଲା ଖାଇବା ତେଲ, ଜାଣନ୍ତୁ କାହାର ଦାମ୍ କେତେ

କରୋନା ସମୟରେ ଖାଇବା ତେଲର ବର୍ଦ୍ଧିତ ମୂଲ୍ୟକୁ ନେଇ ଜନସାଧାରଣ ଚିନ୍ତିତ ଥିବା ବେଳେ ଏବେ ସେଥିରେ ବିରାମ ଲାଗିଛି । ସୋରିଷ ତେଲ ସହ ଅନ୍ୟ ସମସ୍ତ ଖାଇବା ତେଲର ଦାମ୍ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲର ମୂଲ୍ୟ…
Read More...

ଦୁଇ ପରିବାରର ବିବାଦରେ ଅଧା ବଳିପଡିଲା କନିଫର୍‌ ଗଛ

ଦୁଇ ପରିବାରର ବିବାଦରେ ଅଧା ବଳିପଡିଲା ଏକ କନିଫର୍‌ ଗଛ । ଉତ୍ତର ଇଂଲଣ୍ଡ ସିଫଲ୍‌ଡ୍ ଅଞ୍ଚଳରେ ‌ପଡ଼ୋଶୀ ଭାବେ ରହୁଥିବା ଦୁଇଟି ଭାରତୀୟ ବଂଶୋଦ୍ଭବ ପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଆଉ ସେହି କାରଣରୁ ସେମାନଙ୍କ ଅଗଣା…
Read More...