Browsing Category

#Odianews

ସେବାସ୍ତମ୍ବ ର ବାର୍ଷିକ ସମ୍ମିଳନୀ ଆୟୋଜିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସେବାସ୍ତମ୍ବ ର ବାର୍ଷିକ ସମ୍ମିଳନୀ ଆୟୋଜିତ | ଅଖିଳ ଭାରତୀୟ ଅନୁସୂଚିତ ଜାତି,ଜନଜାତି,ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ "ସେବାସ୍ତମ୍ବ" ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁରର…
Read More...

କରଞ୍ଜିଆରେ ଦେଶୀ ମଦ ସହିତ ପୋଚ ଜବତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କରଞ୍ଜିଆ ଅବକାରୀ ବିଭାଗର ସଫଳତା ବିପୁଳ ପରିମାଣ ଦେଶୀ ମଦ ସହିତ ପୋଚ ଜବତ କରି ନଷ୍ଟ କରିଲା | କରଞ୍ଜିଆ ଅବକାରୀ ବିଭାଗ କରଞ୍ଜିଆ ଉପଖଣ୍ଡର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟିର ସମସ୍ତ ଅଞ୍ଚଳରେ…
Read More...

ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ ସିଭିଲ କୋର୍ଟ ପରିସରରେ ତାଲୁକ୍ ଆଇନ ସେବା କମିଟୀ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଏ ଡି ଜେ ଦୀପକ କୁମାର, ସିନିୟର ସିଭିଲ…
Read More...

‘ଆନ୍ତର୍ଜାତୀୟ ପର୍ବତ ଦିବସ’

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆମ ଜୀବନରେ ପର୍ବତର ମହତ୍ତ୍ୱ ତଥା ଆମ ଚତଃପାର୍ଶ୍ଵରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଡିସେମ୍ବର 11 ରେ ଆନ୍ତର୍ଜାତୀୟ ମାଉଣ୍ଟେନ୍ ଡେ ପାଳନ କରାଯାଏ | ଚଳିତ ବର୍ଷର ଆନ୍ତର୍ଜାତୀୟ…
Read More...

ଆଜି ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ହେଉଛି ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି। ଏହି ପବିତ୍ର ତିଥିରୁ ତିନିଦିନ ଧରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏହାକୁ ଦେବ ଦୀପାବଳି ବୋଲି କୁହାଯାଏ…
Read More...

ଫଳ ସହ ଫଳ ଚୋପାରେ ରହିଛି ଉପକାରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶୀତଦିନେ ସମସ୍ତେ ନିଜ ନିଜ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ଥାଆନ୍ତି । କିଏ ସକାଳୁ ଉଠି ବ୍ୟାୟାମ କରି ନିଜକୁ ଫିଟ୍ ରଖନ୍ତି ତ ଆଉ କିଏ ଜିମରେ ସମୟ ବିତାଇ ନିଜକୁ ଫିଟ ରଖିବାକୁ ଚେଷ୍ଟା…
Read More...

ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଛତିଶଗଡ଼ ପରେ ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଆଜି ହୋଇପାରେ ଘୋଷଣା । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନିଷ୍ପତ୍ତି…
Read More...

5 ଦିନ ପରେ ଶେଷ ହେଲା ଟଙ୍କା ଗଣତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମଦ ସାମ୍ରାଜ୍ୟ ଉପରେ ଚାଲିଥିବା ଆୟକର ଚଢ଼ାଉ ସରି ନଥିଲେ ମଧ୍ୟ ଜବତ ଟଙ୍କା ଗଣତି ସରିଲା । ରବିବାର ରାତିରେ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କରେ ୪ଦିନ ଧରି ହୋଇଥିବା ଗଣତି ଶେଷ ପରେ ୩୦୫ କୋଟି ଟଙ୍କା…
Read More...

ଖସୁଛି ପାରଦ; ବଢୁଛି ଶୀତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଶାରେ ଲାଗିରହିଥିବା କୋହଲା ପାଗ ବର୍ତ୍ତମାନ ଛାଡ଼ିଯାଇଛି। ଧୀରେ ଧୀରେ ଉତ୍ତର, ଉତ୍ତର-ପଶ୍ଚିମ ଦିଗ‌ରୁ ସୁଷ୍କ ବାୟୁ ପ୍ରବାହିତ ହେଉଛି। ଫଳରେ ରାତିର ତାପମାତ୍ରା କମିଛି। ଗତ ୨୪ ଘଣ୍ଟା ମଧ୍ୟରେ…
Read More...

ଆଜି “ଧାରା ୩୭୦’ ଉଚ୍ଛେଦ ଉପରେ ରାୟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସିଲା ବଡ ଖବର । ଆଜି ଧାରା ୩୭୦ ଉଚ୍ଛେଦ ଉପରେ ରାୟ ଦେବ ସୁପ୍ରିମକୋର୍ଟ । ଅଗଷ୍ଟ ୫, ୨୦୧୯ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯାଇ ଥିଲା ଏବଂ ରାଜ୍ୟ ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇ କେନ୍ଦ୍ର…
Read More...