ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

0

ଓଡ଼ିଆ ନ୍ୟୁଜ୍: ଆଜି ଦିଲ୍ଲୀରେ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ।NDA ଶାସିତ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀ ଯୋଗ ଦେବେ।ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ ଦିଲ୍ଲୀରେ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସୂତ୍ରାନୁସାରେ, ବୈଠକରେ ମୋଦୀଙ୍କ ବଡ ଉପଲବ୍ଧିକୁ ସ୍ୱାଗତ କରାଯାଇ ଏକ ପ୍ରସ୍ତାବ ପାରିତ କରାଯିବ । କାରଣ ମୋଦୀ ୪୩୯୯ ଦିନ ଧରି ପ୍ରଧାନମନ୍ତ୍ରୀ ରହିଛନ୍ତି । ଯାହା ଜବାହାରଲାଲ ନେହେରୁଙ୍କ ରେକର୍ଡକୁ ଭାଙ୍ଗି ଦେଇଛି । ତେବେ ଇନ୍ଦିରା ଗାନ୍ଧୀ ୧୪ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିଲେ । ହେଲେ ସେ ଲଗାତାର ଭାବେ ଏତେ ଦିନ ପ୍ରଧାନମନ୍ତ୍ରୀ ରହି ନଥିଲେ । ମୋଦୀ ୨୦୧୪ ମସିହା ଜୁନ ୨୬ ତାରିଖରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୯ରେ ପୁନର୍ବାର ସେ ନିର୍ବାଚିତ ହୋଇଥିଲେ । ୨୦୨୪ରେ ସେ ତୃତୀୟ ଥର ପାଇଁ ପିଏମ୍ ଆସନରେ ବସିଥିଲେ ।

Leave A Reply

Your email address will not be published.