Browsing Category

Politics

ହରିୟାଣା ହିଂସା: କିଛି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହରିୟାଣାରେ ହିଂସା ଘଟଣାକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବଜରଙ୍ଗ ଦଳ, ବିହିପ ଓ ଅନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ନୁହରେ ଜୁଲାଇ ୩୧ ଅର୍ଥାତ୍‌ ସୋମବାର ବାହାରା କରାଯାଇଥିବା ଜଳାଭିଷେକ…
Read More...

ପୁଣି ବଢିଲା ବ୍ରିଜ ଭୂଷଣ ସିଂଙ୍କ ଅଡୁଆ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ପାଇଁ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ମାମଲାକୁ ନେଇ ସେ ବିବାଦ ଘେରରେ ଅଛନ୍ତି । ଏହାରି ଭିତରେ ତାଙ୍କ ବିରୋଧରେ…
Read More...

ଜ୍ଞାନବାପୀ ମାମଲା: ମୁସଲିମ୍ ପକ୍ଷଙ୍କୁ ବଡ଼ ଝଟକା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜ୍ଞାନବାପୀ ମାମଲାରେ ଏକ ବଡ଼ ରାୟ ସାମ୍ନାକୁ ଆସିଛି । ଏହି ମାମଲାରେ ମୁସଲିମ ପକ୍ଷଙ୍କୁ ଝଟକା ଲାଗିଛି। ଆହ୍ଲାବାଦ ହାଇକୋର୍ଟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣକୁ ସର୍ଭେ ପାଇଁ ରୋକିବାକୁ ମନା କରି…
Read More...

ବିଜେପି ସହ ମିଶିକି ଅଛି ବିଜେଡି: ଶରତ ପଟ୍ଟନାୟକ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଜେପି ସହ ମିଶିକି ଅଛି ବିଜେଡି। ମଣିପୁର ହିଂସା ପ୍ରସଙ୍ଗରେ ପଦୁଟିଏ କହିଲେ ନାହିଁ ନବୀନ ସରକାର। ବିଜେଡିର ମହିଳାଙ୍କ ପାଇଁ ଦରଦ ନାହିଁ। ଅର୍ଥାତ୍ ଡରି ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲେ ଆଉ…
Read More...

ନା ଏନଡିଏ ନା ଇଣ୍ଡିଆ: ସମଦୂରତା ବଜାୟ ରଖିଲେ କେସିଆର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନ ବିଷୟରେ, ବର୍ତ୍ତମାନ ଏନଡିଏ ଏବଂ ବିରୋଧୀ ଦଳ ଇଣ୍ଡିଆ ପ୍ରତ୍ୟେକ ଛୋଟ ଦଳକୁ ସେମାନଙ୍କ ସହ ଯୋଡିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା…
Read More...

ବିମାନରେ ଥିଲା ୧୪୦ ଯାତ୍ରୀ: ହଠାତ୍ ଟ୍ରକ୍ ସହ ଧକ୍କା ହେଲା ବିମାନ ଇଞ୍ଜିନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମୁମ୍ବାଇ ବିମାନବନ୍ଦରରେ ପଛକୁ ଠେଲିବା ସମୟରେ ଭିଷ୍ଟାରା ବିମାନ ଇଞ୍ଜିନ ଏକ ଟ୍ରକ୍ ଦ୍ୱାରା ଧକ୍କା ହୋଇଛି। ଭିଷ୍ଟାରା ବିମାନ ମୁମ୍ବାଇ ବିମାନବନ୍ଦରରୁ କୋଲକାତା ଅଭିମୁଖେ ଯାତ୍ରା କରିବାକୁ…
Read More...

ମୁସଲମାନ ମହିଳାଙ୍କ ସହ ପାଳନ କରନ୍ତୁ ରକ୍ଷାବନ୍ଧନ: ଏନଡିଏ ସାଂସଦଙ୍କୁ ମୋଦୀଙ୍କ ପରାମର୍ଶ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଗକୁ ଆସୁଛି ରକ୍ଷାବନ୍ଧନ । ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଦଳର ଏନଡିଏ ଏମପିଙ୍କ ସହ ବୈଠକ କରୁଛନ୍ତି। ଏକ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ତିନି ତଲାକ…
Read More...

ମଣିପୁର ହିଂସା ପ୍ରସଙ୍ଗରେ ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ‘ଇଣ୍ଡିଆ’ର ସାଂସଦ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁର ହିଂସାକୁ ନେଇ ଉଭୟ ଗୃହ ଓ ବାହାରେ ହଙ୍ଗାମା ଦେଖିବାକୁ ମିଳୁଛି । ବିରୋଧୀ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ମଣିପୁର ହିଂସାକୁ ନେଇ ସରକାର କଠୋର ପଦକ୍ଷେପ ନେଉଥିଲେ ମଧ୍ୟ…
Read More...

ମୁଣ୍ଡ ନୁଆଁଇଲେ ଶେହବାଜ ସରିଫ୍: ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶେଷରେ ଭାରତ ଶରଣରେ ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଭାରତ ସହ କଥାବାର୍ତ୍ତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଶେହବାଜ ତାଙ୍କ ଆଭିମୁଖ୍ୟରେ ଅଚାନକ ପରିବର୍ତ୍ତନ ଆଣି…
Read More...

ପ୍ରାକୃତିକ କାରଣରୁ ଚିତାଙ୍କ ମୃତ୍ୟୁ ହୋଇଛି: ସୁପ୍ରିମକୋର୍ଟରେ ଜବାବ ରଖିଲେ କେନ୍ଦ୍ର ସରକାର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ମୃତ୍ୟୁକୁ ନେଇ ସବୁଠି ଉଦବେଗ ପ୍ରକାଶ ପାଉଛି । ଏହାରି ଭିତରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତର ରଖାଯାଇଛି । ଏ ସଂପର୍କରେ ସୁପ୍ରିମ୍‌କୋର୍ଟ…
Read More...