Browsing Category

Politics

ବିରୋଧୀ ଦଳଙ୍କୁ ଡିନର ପାଇଁ ଡାକିଲେ ସୋନିଆ ଗାନ୍ଧୀ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): କଂଗ୍ରେସ ଦ୍ୱାରା ଡକାଯାଇଥିବା ବିରୋଧୀ ଦଳର ବୈଠକ ପାଇଁ ଆମ୍ ଆଦମୀ ପାର୍ଟି ସମେତ ୨୪ ଟି ଦଳ ନିମନ୍ତ୍ରଣ କରାଯାଇଛି। ଏହି ବୈଠକରେ ଯୋଗଦେବା ପାଇଁ କଂଗ୍ରେସ ମଧ୍ୟ ଆପ କୁ ଆହ୍ୱାନ କରିଛି। ଜୁଲାଇ ୧୮…
Read More...

ଚାଲିଗଲେ ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ପରଲୋକରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ । ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କ ପତ୍ନୀଙ୍କର ବୁଧବାର (ଜୁଲାଇ ୧୨) ରେ ଦେହାନ୍ତ ହୋଇଛି। ସୂଚନାନୁସାରେ, ଦୀର୍ଘ ଦିନ ଧରି ଅସୁସ୍ଥ ଥିବା…
Read More...

ଆରବିଆଇ ବ୍ୟାନ୍ କଲା ଏହି ୨ଟି ବ୍ୟାଙ୍କ୍

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଦୁଇଟି ବ୍ୟାଙ୍କ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆରବିଆଇ । ଏହାର ଲାଇସେନ୍ସକୁ ବାତିଲ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମଙ୍ଗଳବାର ଦୁଇଟି ପୃଥକ ବିବୃତ୍ତିରେ କହିଛି…
Read More...

ଜିଏସଟି ବୈଠକ: ଜାଣନ୍ତୁ କ’ଣ ଶସ୍ତା, କ’ଣ ମହଙ୍ଗା ?

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ମହଙ୍ଗା ହେବ ଅନଲାଇନ ଗେମ୍ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଅନଲାଇନ୍ ଗେମିଂ…
Read More...

ହିମାଚଳପ୍ରଦେଶରେ କାମ କରୁନି କୌଣସି ମୋବାଇଲ୍ ନେଟୱର୍କ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଟେଲିକମ୍ ସେବା ଉପରେ ମଧ୍ୟ ପ୍ରଭାବ ପକାଇଛି। ପ୍ରଭାବିତ ଅଞ୍ଚଳର ଅନେକ ଅଞ୍ଚଳରେ ବିଦ୍ୟୁତ୍ କାଟ ଘଟୁଛି, ଯେଉଁ କାରଣରୁ ଟେଲିକମ୍ ଟାୱାରଗୁଡିକର କାର୍ୟ୍ୟ ପ୍ରଭାବିତ…
Read More...

ଅଷ୍ଟମ ଥର ପାଇଁ ବାପା ହେଲେ ବୋରିସ୍ ଜନସନ 

ନୂଆଦିଲ୍ଲୀ (ବ୍ୟୁରୋ): ୫୯ ବର୍ଷ ବୟସରେ ଅଷ୍ଟମ ଥର ପାଇଁ ବାପା ହେଲେ ବ୍ରିଟେନର ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଗତ ସପ୍ତାହରେ ବୋରିସ୍ ଓ କାରୀଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଗତକାଲି ମା’ ହେବା ଖବର…
Read More...

ପୁଣି ବିଜେଡିକୁ ଘେରିଲେ ସାଂସଦ: କହିଲେ, ହାସ୍ୟାସ୍ପଦ ହେଉଛି ଶାସନ ବ୍ୟବସ୍ଥା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): 5ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଦଳୀୟ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ଉପସ୍ଥିତ ରହିବା…
Read More...

ଅଜିତ୍ ଡୋଭାଲଙ୍କ ବଡ଼ ବୟାନ: ଭାରତରେ କୌଣସି ଧର୍ମ ପ୍ରତି ବିପଦ ନାହିଁ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଅଛି । ଅଜିତ ଡୋଭାଲ କହିଛନ୍ତି ଯେ ଆଜିର ଭାରତର ନିର୍ମାଣ…
Read More...

ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଯଥା ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ୩୧…
Read More...

ମଣିପୁର ହିଂସା: ସୁପ୍ରିମକୋର୍ଟଙ୍କୁ ତଥ୍ୟ ଦେଲେ ରାଜ୍ୟ ସରକାର

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ସୁପ୍ରିମକୋର୍ଟଙ୍କୁ ମଣିପୁର ହିଂସାର ତଥ୍ୟ ଦେଲେ ରାଜ୍ୟ ସରକାର । ତଥ୍ୟ ମୁତାବକ ହିଂସାରେ ଏପର୍ୟ୍ୟନ୍ତ ୧୪୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୯୯୫ ମାମଲା ରୁଜୁ ହୋଇଛି । ମୁଖ୍ୟ ନ୍ୟାୟଧୀଶ ଜଷ୍ଟିସ୍…
Read More...