Browsing Category

Politics

ପଞ୍ଜାବରେ ସିଏମ୍ ପଦବୀ ପାଇଁ ଗଣନା ଶେଷ;କଂଗ୍ରେସ କଲା ବଡ଼ ଘୋଷଣା

ପଞ୍ଜାବରେ ବିଧାନସଭା ନିର୍ବାଚନକୁ ନେଇ ସବୁଠୁ ବଡ ଖବର ସାମ୍ନାକୁ ଆସିଛି। ନିର୍ବାଚନର ରାଜନୈତିକ ଉଷ୍ଣତା ମଧ୍ୟରେ ଆଜି କଂଗ୍ରେସ ପାଇଁ ଏକ ବଡ ଦିନ।ପଞ୍ଜାବରେ ସିଏମ୍ ପଦବୀ ପାଇଁ ଗଣନା ଶେଷ ହୋଇଛି। ପଞ୍ଜାବ ବିଧାନସଭା…
Read More...

ୟୁପି ନିର୍ବାଚନ୨୦୨୨; ଆଜି ଘୋଷଣା ପତ୍ର ଜାରି କରିବ ବିଜେପି

ୟୁପି ନିର୍ବାଚନ ପାଇଁ ଜୋରଦାର ଅଣ୍ଟା ଭିଡ଼ିଛି ବିଜେପି। ୟୁପିରେ ନିର୍ବାଚନୀ ସରଗରମ ଜୋର୍ ଧରିଥିବା ବେଳେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଦଳ। ଏହାରି ଭିତରେ ରବିବାର ଦିନ ଅର୍ଥାତ୍ ଆଜି ୟୁପି ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି…
Read More...

କୋରେଇରେ ବିଜେପି ପାଇଁ ନିର୍ବାଚନ ପ୍ରଚାର ଜୋରଦାର; ମଇଦାନରେ ରାଜ୍ୟ ଓ ଜିଲ୍ଲା ପ୍ରଭାରୀ

ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ଦିନକୁ ଦିନ ଗାଁ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି ।ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପାର୍ଥିମାନେ।କୋରେଇରେ ତିନି ପ୍ରମୁଖ ଦଳ ନିଜ…
Read More...

ଓୱେସିଙ୍କୁ ମିଳିଲା ଜେଡ୍ ପ୍ଲସ ସୁରକ୍ଷା; ଗତକାଲି ହୋଇଥିଲା ଗୁଳିମାଡ଼

ଗତକାଲି ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍ ମୁସଲିମୀନ ଅଧ୍ୟକ୍ଷ ତଥା ହାଇଦ୍ରାବାଦ୍ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରାଯାଇଥିଲା।  ମିରଟରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ସମୟରେ ଗାଜିଆବାଦ୍…
Read More...

ଆଜି ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ; ଅମିତ୍ ଶାହା ହେବେ ସାମିଲ

ଉତ୍ତରପ୍ରଦେଶ ନିର୍ବାଚନକୁ ଆଉ କିଛି ଦିନ ରହିଥିବାବେଳେ ନିର୍ବାଚନ ପ୍ରଚାର ପାଇଁ ସମସ୍ତ ଦଳ ଜୋରସୋରରେ ଲାଗିପଡିଛନ୍ତି। ଏହାରି ଭିତରେ ଆଜି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରର ସାଦର ବିଧାନସଭା…
Read More...

ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା; ଶାସକ ଦଳକୁ ବିରୋଧୀଙ୍କ ଟାର୍ଗେଟ

ନିର୍ବାଚନ ନହେଉଣୁ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି। ଢେ଼ଙ୍କାନାଳର ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ଏବେ ନିଖୋଜ ଥିବାବେଳେ ଗତ କିଛି ଦିନ ତଳେ କୋରକୋଣ୍ଡା ଜୋନ-୨ର ପ୍ରାର୍ଥୀଙ୍କୁ କିଛି…
Read More...

ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର! ମଇଦାନରେ ହେଭିୱେଟ ନେତା

ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ରଣନୀତି। ନିର୍ବାଚନ ପାଖେଇ ଆସୁଥିବାବେଳେ କିଏ ଜିତିବା ସେନେଇ ୩ ଦଳ ମଧ୍ୟରେ ଜୋରଦାର ଲଢେ଼ଇ ଆରମ୍ଭ ହୋଇଯାଇଛି। ୩ ଦଳ ପ୍ରସ୍ତୁତ ହେଉଥିବାବେଳେ ଡିଜିଟାଲ ପ୍ରଚାର ପାଇଁ ମଇଦାନକୁ…
Read More...

ଏଥର ବିଧାନସଭାରେ ହୋହଲ୍ଲା ମନା

ବିଧାନସଭା ଅଧିବେଶନ ପୂର୍ବରୁ ତାଗିଦ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତିଙ୍କ କହିବା ମୁତାବକ, ଗୃହରେ କୌଣସି ବିଧାୟକ ହୋହଲ୍ଲା କରିପାରିବେନି । ପ୍ରଶ୍ନକାଳ ସମୟରେ କେହି ବି ହୋହଲ୍ଲା କରିପାରିବେନି ।…
Read More...

ବିହାରରେ ଭାଙ୍ଗିଲା ମହାମେଣ୍ଟ ! ଭକ୍ତଚରଣ ଦାସ କହିଲେ- କଂଗ୍ରେସ ଆଉ ଆରଜେଡି ସହ ନାହିଁ

ବିହାରରେ ବିରୋଧୀ ଦଳଙ୍କ ମହାମେଣ୍ଟ ଭାଙ୍ଗିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଗତ ଅନେକ ଦିନରୁ ଧରି ଜାରି ଟଣାଓଟରା ପରେ ଶୁକ୍ରବାର କଂଗ୍ରେସ ରାଜ୍ୟ ପ୍ରଭାରୀ ଭକ୍ତଚରଣ ଦାସ କହିଛନ୍ତି ଯେ, କଂଗ୍ରେସ ଏବେ ଆରଜେଡି ସହିତ…
Read More...

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ରାଜ୍ୟପାଳ; ୟୁପି ବିଧାନସଭା ମଇଦାନକୁ ଓହ୍ଲାଇବେ!

ବୁଧବାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ଉତ୍ତରାଖଣ୍ଡ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟ । ବେବୀରାଣୀ ବୁଧବାର ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା ଉତ୍ତରପ୍ରଦେଶ…
Read More...