Browsing Category

Sports

ମୁମ୍ବାଇକୁ ହରାଇ ଫାଇନାଲରେ ପଞ୍ଜାବ କିଙ୍ଗସ୍‌

ଓଡ଼ିଆ ନ୍ୟୁଜ୍: ଆଇପିଏଲ ୨୦୨୫ର ଦ୍ୱିତୀୟ କ୍ବାଲିଫାଏରରେ ପଞ୍ଜାବର ଦମଦାର ମ୍ୟାଚ । ମୁମ୍ବାଇକୁ ହରାଇ ଫାଇନାଲରେ ପଞ୍ଜାବ କିଙ୍ଗସ୍‌ । ୫ ୱିକେଟରେ ମାତ୍‌ ହେଲା ପଞ୍ଜାବ କିଙ୍ଗସ୍‌ । ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ…
Read More...

ଶୁବମନ ଗିଲ୍ ଭାରତୀୟ ଦଳର ନୂଆ ଅଧିନାୟକ

ଓଡ଼ିଆ ନ୍ୟୁଜ୍:ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ ଟିମ୍‌ । ଶୁବମନ ଗିଲ୍ ଭାରତୀୟ ଦଳର ନୂଆ ଅଧିନାୟକ । ରିଷବ ପନ୍ତ ହେଲେ ଉପ-ଅଧିନାୟକ । ଟେଷ୍ଟ ଟିମ୍ ନାଁ ଘୋଷଣା କଲା ବିସିସିଆଇ । ୧୮ ଜଣିଆ ଭାରତୀୟ ଦଳ…
Read More...

ରାଜସ୍ଥାନ ରୟାଲ୍ସକୁ ୧୦ ରନରେ ହରାଇଲା ପଞ୍ଜାବ କିଙ୍ଗସ୍

ଓଡ଼ିଆ ନ୍ୟୁଜ୍: ଆଇପିଏଲ ୨୦୨୫ର ୫୯ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୦ ରନରେ ହରାଇଦେଇଛି ପଞ୍ଜାବ କିଙ୍ଗସ୍ । ୨୨୦ ରନର ପିଛା କରିବାକୁ ଯାଇ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୦୯ ରନ ହିଁ କରିପାରିଥିଲା…
Read More...

ବର୍ଷା ପାଇଁ ବନ୍ଦ ରହିଲା ଅରସିବି-କେକେଆର ମ୍ୟାଚ

ଓଡ଼ିଆ ନ୍ୟୁଜ୍: ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯିବାକୁ ଥିବା ଆଇପିଏଲ ୨୦୨୫ର ୫୮ତମ ମ୍ୟାଚ ବର୍ଷା କାରଣରୁ ରଦ୍ଦ ହୋଇଯାଇଛି । ପ୍ରବଳ ବର୍ଷା କାରଣରୁ ଟସ୍ ମଧ୍ୟ ପଡ଼ି ପାରିନଥିଲା । ଏହା ଫଳରେ…
Read More...

ଟେଷ୍ଟ କ୍ରିକେଟରୁ ବିରାଟ କୋହଲିଙ୍କ ଅବସର

ଓଡ଼ିଆ ନ୍ୟୁଜ୍: ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି । ଅବସର ନେଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ବିରାଟ । ପୂର୍ବରୁ ଟି-ଟ୍ବେଣ୍ଟିରୁ ଅବସର ନେଇଥିଲେ ବିରାଟ । ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା…
Read More...

ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା

ଓଡ଼ିଆ ନ୍ୟୁଜ୍: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି, ଯେଉଁଠାରେ ତାଙ୍କର ପ୍ରଦର୍ଶନ…
Read More...

ମାଇକେଲ କିଣ୍ଡୋ ମେମୋରିଆଲ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ BHCT

ଓଡ଼ିଆ ନ୍ୟୁଜ୍: ମାଇକେଲ କିଣ୍ଡୋ ମେମୋରିଆଲ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟ (BHCT)। ୨୫ ରୁ ୨୭ ଏପ୍ରିଲ୍ ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଦିବାସୀ ହକି କିମ୍ବଦନ୍ତୀ…
Read More...

ଅଣ୍ଡର-୧୯ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ

ଓଡ଼ିଆ ନ୍ୟୁଜ୍: ଅଣ୍ଡର-୧୯ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ। ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେରେ ପରାସ୍ତ କରିଛି। ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ…
Read More...

ଟି-୨୦ ମ୍ୟାଚ୍: ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରି ସିରିଜ କବ୍ଜା କଲା ଟିମ ଇଣ୍ଡିଆ

ଓଡ଼ିଆ ନ୍ୟୁଜ୍: ପୁଣେରେ ଚାଲିଥିବା ଭାରତ-ଇଂଲଣ୍ଡ ୪ର୍ଥ ଟି-୨୦ରେ ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରି ସିରିଜ କବ୍ଜା କଲା ଟିମ ଇଣ୍ଡିଆ। ଭାରତ ପକ୍ଷରୁ ରଖାଯାଇଥିବା ୧୮୨ ରନ ଟାର୍ଗେଟ୍ ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି…
Read More...

୨୬ ରନ୍‌ରେ ଟିମ୍ ଇଣ୍ଡିଆକୁ ହରାଇଲା ଇଂଲଣ୍ଡ

ଓଡ଼ିଆ ନ୍ୟୁଜ୍: ୨୬ ରନ୍‌ରେ ଟିମ୍ ଇଣ୍ଡିଆକୁ ହରାଇଲା ଇଂଲଣ୍ଡ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ୨୬ ରନ୍‌ରେ ପରାଜିତ କରିଛି। ରାଜକୋଟର…
Read More...