Browsing Category
State
ବିଶ୍ଵବିଦ୍ୟାଳୟର କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା
ଯୁକ୍ତ ତିନି ଏବଂ ପିଜି ପରିକ୍ଷା ନିମନ୍ତେ ବିଶ୍ୱବିଦ୍ୟାଳୟ ର କୁଳପତି ମାନଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଆଲୋଚନା କରିଛନ୍ତି l ଲୋକସେବା ଭବନରେ ସରକାରୀ ବିଶ୍ୱ ବିଦ୍ୟାଳୟର କୁଳପତି ମାନଙ୍କ ସହ ଆଲୋଚନା ହୋଇଥିଲା l…
Read More...
Read More...
ଗଞ୍ଜାମ ଦାୟିତ୍ଵ ରେ ଦୁଇ ବରିଷ୍ଠ ଅଧିକାରୀ
ଗଞ୍ଜାମ ରେ କରୋନା ମୁକାବିଲା କରିବା ପାଇଁ ଦୁଇ ବରିଷ୍ଠ ଅଧିକାରୀ ଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି l ଗଞ୍ଜାମ ଜିଲ୍ଲାରେ 4 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଙ୍କ ତରଫରୁ ଏଭଳି ନିଷ୍ପତି ନିଆଯାଇଛି l…
Read More...
Read More...
ରାଜ୍ୟରେ ଦ୍ଵିତୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି l ଉକ୍ତ ବ୍ୟକ୍ତି ଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ପାଇଛି l ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Read More...
Read More...
ମହାମାରୀ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ
ରାଜ୍ୟରେ ମହାମାରୀ କରୋନା ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଛନ୍ତି l ରାଜ୍ୟରେ ଦୈନିକ 15 ହଜାର କରୋନା ଟେଷ୍ଟିଂ ବୃଦ୍ଧି…
Read More...
Read More...
ହାଇଦ୍ରାବାଦରୁ 40 ଓଡ଼ିଆ ଶ୍ରମିକଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗସ୍ତ
ପୁଣି ଓଡିଆ ଶ୍ରମିକ ଫେରୁଥିବା ବସ୍ ଦୁର୍ଘଟଣାଗସ୍ତ ହୋଇଛି l ହାଇଦ୍ରାବାଦ ରୁ 40 ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣା ଗସ୍ତ ହୋଇଛି l ଏହି ଦୁର୍ଘଟଣା ରେ ବସ ଡ୍ରାଇଭର ଙ୍କ ମୃତ୍ୟୁ ଘଟିଛି ଏବଂ…
Read More...
Read More...
ଆଜି ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ଆଜି ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l…
Read More...
Read More...
ରାଜ୍ୟରେ ଆଉ 6 କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ଆଜି ରାଜ୍ୟରେ ଆଉ 6 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟ ସରକାର ଙ୍କ ଚିନ୍ତା ର କାରଣ ପଲଟିଛି l ରାଜ୍ୟରେ ପୁଣି 6 କରୋନା ଆକ୍ରାନ୍ତ…
Read More...
Read More...
ଜଗତସିଂହପୁରରେ କରୋନା କଟକଣା : 12 ଘଣ୍ଟିଆ କର୍ଫ୍ୟୁ ଜାରିକଲା ଜିଲ୍ଲା ପ୍ରଶାସନ
ଜଗତସିଂହପୁର ରେ କରୋନା ଜନିତ କଟକଣା କୁ କଡାକଡି କରାଯାଇଛି l ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ 12 ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି l ଆଜି ଠାରୁ ସନ୍ଧ୍ୟା 7 ଟାରୁ ସକାଳ 7 ଟା ପର୍ଯ୍ୟନ୍ତ କର୍ଫ୍ୟୁ…
Read More...
Read More...
ପ୍ରବାସୀ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ
ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି l ଓଡିଶା ବାହାରେ ରହୁଥିବା ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଓଡିଶା ଫେରାଇ ଅଣାଯାଉଛି l ଏହା ସହ ସେମାନଙ୍କୁ…
Read More...
Read More...
ଯାଜପୁରରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ଯ ସରକାର ଙ୍କ ଚିନ୍ତା ର କାରଣ ପଲଟିଛି l ଆଜି ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…
Read More...
Read More...