ପାରାଦୀପରେ ହେବ ଗ୍ରୀନ ହାଇଡ୍ରୋଜେନ ହବ୍: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ। ‘ରାଜ୍ୟ ପ୍ରଗତିର ମୁଖଶାଳା ହେଉଛି ପାରାଦୀପ ବନ୍ଦର’। ପ୍ରାକୃତିକ ବନ୍ଦରଗୁଡିକୁ କାର୍ଯ୍ୟକ୍ଷମ କରାଯିବ।ବନ୍ଦର ଭିତ୍ତିକ ବିକାଶକୁ ଗୁରୁତ୍ବ ଦିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପ ବନ୍ଦରର ବିକାଶର ମୂଳମନ୍ତ୍ର ହେବ ଶିଳ୍ପ’।ରାଜ୍ୟକୁ ଅନେକ ଶିଳ୍ପ ଆଣିପାରିଛୁ।

‘୧ଲକ୍ଷ କୋଟି କହିଥିଲୁ, ୧ ଲକ୍ଷ ୪୫ ହଜାର କୋଟି ନିବେଶ ହେଲାଣି’।‘୪୦ ହଜାର କୋଟି ନିବେଶରେ ହେବ ଗ୍ରୀନ ହାଇଡ୍ରୋଜେନ ହବ୍’। ଖାଲି ବାଣିଜ୍ୟ ବ୍ୟବସାୟ ନୁହେଁ, ପର୍ଯ୍ୟଟନ ଶିଳ୍ପକୁ ବିକଶିତ କରାଯିବ’।‘୮୦ ହଜାର କୋଟି ଟଙ୍କା ନିବେଶରେ ହେବ ନାଫ୍‌ଥା କ୍ରାକର୍‌ ପ୍ରୋଜେକ୍ଟ’।‘ପାରାଦୀପ ସି ବିଚ୍‌ ହେବ ବ୍ଲୁ ଫ୍ଲାଗ ବିଚ୍, ବିଶ୍ଵସ୍ତରୀୟ ମ୍ୟୁଜିୟମ ତିଆରି ହେବ’।

Leave A Reply

Your email address will not be published.