ଦ୍ୱୈତ ନାଗରୀର ସମସ୍ତ ଜନସାଧରଙ୍କୁ କମିଶନରେଟ ପୋଲିସ ଜଣାଇଲା ଅଭିନନ୍ଦନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦ୍ୱୈତ ନାଗରୀର ସମସ୍ତ ଜନସାଧରଙ୍କୁ କମିଶନରେଟ ପୋଲିସ ତରଫରୁ ହାର୍ଦିକ ଅଭିନନ୍ଦନ। କମିଶନରେଟ ପୋଲିସ ସବୁବେଳେ ଅପରାଧ କୁ ରୋକିବାକୁ ସବୁବେଳେ ପ୍ରଚେଷ୍ଟା ଜାରି ରଖିଛି। ୨୦୨୩ ନିହାତି ଭାବରେ ଏହି ଚାଲେଞ୍ଜକୁ ନେଇ ଆଗେଇ ଚାଲିବ।  ଆମ ରାଜ୍ୟ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଆଯୋଜନ କରୁଛି। କିଭଳି ଭାବରେ ହକି ଖେଳାଳି ଏବଂ କୋଚ ମାନେ ସୁରୁଖୁରୁରେ ଆସିକି ଯିବେ ସେଠିପାଇଁ କମିଶନରେଟ ପୋଲିସ ବଦ୍ଧ ପରିକଳ୍ପ ।  ୨୦୨୧ରେ ରେକର୍ଡ ପରିମାଣର ଧଳା ଜହର ସିଜ କରିଥିଲୁ।  ଏ ଡ୍ରାଇଭ ଆଗାମୀ ୨୦୨୩ ରେ ମଧ୍ୟ ଜାରି ରହିବ । ସମ୍ପୂର୍ଣ୍ଣ ଧଳା ଜହର ମୁକ୍ତ କରିବାକୁ ଚେଷ୍ଟା କରିବୁ।  ସାଇବର କ୍ରାଇମକୁ ରୋକ ଲଗାଇବାକୁ ଚେଷ୍ଟା ଚାଲିଛି । ସଚେତନତା ଚାଲିଛି ଏହାକୁ ଆଗକୁ ମଧ୍ୟ ପ୍ରଚେଷ୍ଟା ରହିବ। ଟ୍ରାଫିକ ଏକ ବଡ଼ ସମସ୍ୟା ପାଲଟିଛି।  ଆଡଭାନ୍ସ ଟେକ୍ନୋଲୋଜି ମାଧ୍ୟମରେ କିଭଳି ଟ୍ରାଫିକ କଣ୍ଟ୍ରୋଲ କରିହେବ ସେ ନେଇ ଆମେ କାର୍ଯ୍ୟକାରିବୁ ୨୦୨୩ ରେ। ୨୦୨୩ରେ ସିସିଟିଭି ଏବଂ enforcement କୁ ବଡ଼ abjectiv ରହିବ । କମିଶନରେଟ ପୋଲିସ ତରଫରୁ ଅନେକ ସମାଜ ମଙ୍ଗଲକରି ପ୍ରୋଗ୍ରାମ ଜାରି ଥିଲା ପୂର୍ଵ ବର୍ଷ ଠାରୁ। ଏବଂ ଏ ବର୍ଷ ମଧ୍ୟ ଜାରି ରହିବ।

Leave A Reply

Your email address will not be published.