ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟl ବୃଦ୍ଧି

0

୨୧.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଭାରତରେ ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ବର୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୫୮ ପଂହଁଚିବା ସହ ମୃତ୍ୟୁ ସଂଖ୍ୟା ୪ ରେ ପଂହଁଚିଛି I ଆଜି ସକାଳ ୯ଟା ସୁଦ୍ଧା ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଆଧାରରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୮କୁ ବୃଦ୍ଧି ହୋଇଥିବା କୁହାଯାଇଛି l ସମସ୍ତ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ର ରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ରେ ପଂହଁଚି ସେହିପରି ଦିଲ୍ଲୀରେ ୨୬,କେରଳରେ ୪୦,ଉତ୍ତରପ୍ରଦେଶରେ ୨୪ ,କର୍ଣ୍ଣାଟକ ୧୫,ରାଜସ୍ଥାନରେ ୧୫ଜଣ ଆକ୍ରାନ୍ତ ଅଛନ୍ତି l ୩୯ ଜଣ ବିଦେଶୀ ନାଗରିକ ଆକ୍ରାନ୍ତ ଥିବା ବେଳେ ଓଡିଶାରେ ୨ଜଣ ଥିବା ଜଣ ପଡିଛି l

Leave A Reply

Your email address will not be published.